ସିନ୍ଦୁର ବିନ୍ଦୁ ସିରିଏଲ ସରିଲା ପରେ ବର୍ତ୍ତମାନ କଣ କରୁଛନ୍ତି ଆପଣଙ୍କ ପ୍ରିୟ Nilu, ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଆପଣମାନେ ସିନ୍ଦୂର ବିନ୍ଦୁ ଧାରାବାହିକ ନିଶ୍ଚିତ ଭାବରେ ଦେଖିଥିବେ। ସିନ୍ଦୂର ବିନ୍ଦୁ ଧାରାବାହିକରେ ଅଭିନୟ କରିଥିବା ଅଭିନେତ୍ରୀ ନିଲୁଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ସିନ୍ଦୂର ବିନ୍ଦୁ ଧାରାବାହିକଟି ସରିବାପରେ ଅଭିନେତ୍ରୀ ନିଲୁ ବର୍ତ୍ତମାନ କଣ କରୁଛନ୍ତି ଆପଣମାନେ ଜାଣିଛନ୍ତି କି ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା। ଆପଣମାନେ ନିଲୁଙ୍କୁ ସିନ୍ଦୂର ବିନ୍ଦୁ ଧାରାବାହିକରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ ଏବଂ ତାଙ୍କ ଅଭିନୟ ବି ବେଶ୍ ଭଲ ଭାବରେ ଦେଖିଥିବେ।


ତାଙ୍କର ଏହି ଜବରଦସ୍ତ ଅଭିନୟ ଦ୍ଵାରା ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଥିଲେ। ନିଲୁଙ୍କ ପ୍ରକୃତ ନାମ ହେଉଛି ବନିଜା ପଣ୍ଡା। ନିଲୁଙ୍କ ଅଭିନୟ ସିନ୍ଦୂର ବିନ୍ଦୁ ଧାରାବାହିକରେ ବୋହୁତ ସୁନ୍ଦର ଥିଲା ଓ ଲୋକମାନଙ୍କୁ ମଧ୍ୟ ବୋହୁତ ପସନ୍ଦ ଆସିଥିଲା। ନିଲୁଙ୍କ ଅଭିନୟର ଯାଦୁ ଖୁବ୍ କମ୍ ଦିନ ମଧ୍ୟରେ ଦର୍ଶକମାନଙ୍କ ମନକୁ ଛୁଇଁ ପାରିଥିଲା।



ସିନ୍ଦୂର ବିନ୍ଦୁ ଧାରାବାହିକରେ ନିଲୁଙ୍କର ଜବରଦସ୍ତ ଅଭିନୟ ଯୋଗୁଁ ଖୁବ୍ କମ୍ ଦିନ ମଧ୍ୟରେ ସିନ୍ଦୂର ବିନ୍ଦୁ ଧାରାବାହିକଟି ନମ୍ବର ୧ ଧାରାବାହିକ ହୋଇପାରିଥିଲା। ନିଲୁଙ୍କ ଘର ହେଉଛି ଭଦ୍ରକ। ସେ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି। ସେ ଗତ କିଛି ଦିନ ତଳେ ସୁଭ୍ରଜିତ୍ ଙ୍କୁ ବିବାହ କରିଥିଲେ। ଏହାପରେ ସେ ଅଭିନୟ ଜଗତରୁ କିଛି ମାତ୍ରାରେ ଦୂରେଇ ଅଛନ୍ତି।



ବର୍ତ୍ତମାନ ସେ କୌଣସି ଧାରାବାହିକରେ ଅଭିନୟ କରୁନାହାଁନ୍ତି। ଏବେ ସେ ତାଙ୍କ ଶାଶୁଘରେ ସ୍ବାମୀଙ୍କ ସହ ବୋହୁତ ଖୁସିରେ ଅଛନ୍ତି। ତେବେ ବନ୍ଧୁଗଣ ଆପଣମାନଙ୍କୁ ନିଲୁଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |