ବନ୍ଧୁଗଣ ଆପଣମାନେ ସିନ୍ଦୁରର ଅଧିକାର ଧାରାବାହିକ ଟି ପ୍ରତ୍ୟେକଦିନ ନିଶ୍ଚିତ ଭାବରେ ଦେଖୁଥିବେ ଓ ସେଥିରେ ଅଭିନୟ କରୁଥିବା ଆରବକୁ ବେଶ ଭଲଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିବେ ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ଓ ତାଙ୍କ ଅଭିନୟକୁ ଓଡ଼ିଶାର ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି |
ଆରବ ଙ୍କ ଜବରଦସ୍ତ ଆକ୍ଟିଙ୍ଗ ପାଇଁ ସିଂଦୁରର ଅଧିକାର ସିରିଏଲ ଟି ନଂ 1 ସିରିଏଲ ହୋଇପାରିଛି ଓ ସିନ୍ଦୁର ର ଅଧିକାର ସିରିଏଲ ରେ ଦର୍ଶକମାନେ ଆରବକୁ ବହୁତ ପସନ୍ଦ କରନ୍ତି | ଆରବ ଙ୍କ ଘର ହେଉଛି ବ୍ରହ୍ମପୁର କିନ୍ତୁ ସେ ବର୍ତମାନ ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ୱର ରେ ହିଁ ରହୁଛନ୍ତି ଓ ତାଙ୍କ ପରିବାରରେ ତାଙ୍କର ବାପା ମା ଓ ତାଙ୍କର ଜଣେ ଭଉଣୀ ଅଛନ୍ତି |
ଆରବ ସିନ୍ଦୁର ର ଅଧିକାର ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଦେଖେଇଛନ୍ତି ଏଥିସହିତ ଆରବ ବହୁତସାରା ଆଲବମ ରେ ମଧ୍ୟ ନଜର ଆସିଛନ୍ତି ତାହେଲେ ଫ୍ରେଣ୍ଡ୍ସ ଆପଣଙ୍କୁ ସିନ୍ଦୁରର ଅଧିକାର ସିରିଏଲ ରେ ଅଭିନୟ କରୁଥିବା ଆରବ କେମିତି ଲାଗନ୍ତି ବା ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ |
ସିନ୍ଦୁରର ଅଧିକାର ସିରିଏଲର Aarabଙ୍କ ପରିବାର, ଆଗରୁ ଦେଖି ନ ଥିବେ …
