ସୀତା ରାବଣଙ୍କୁ କହିଥିଲେ ଏପରି ୪ଗୋଟି କଥା, ଯାହାକୁ ଶୁଣିବା ପରେ ଲଙ୍କାପତି ରାବଣ ମଧ୍ୟ କାନ୍ଦି ପକାଇ ଥିଲେ, ସମସ୍ତେ ନିଶ୍ଚିନ୍ତ ଜାଣିବା ଉଚିତ

ଆଜି ଆମେ ଆପଣ ଙ୍କୁ କିଛି ଏପରି ସୂଚନା ଦେବାକୁ ଯାଉଛେ ଯାହା ଆପଣ ପୂର୍ବ ରୁ କେବେ ଜାଣି ନ ଥିବେ I ରାବଣ ସୀତା ଙ୍କୁ ଅପହରଣ କରିବା ପରେ ସୀତା ରାବଣ ଙ୍କୁ ଏପରି କିଛି କଥା କହିଥିଲେ I

1) ସୀତା ରାବଣ ଙ୍କୁ କହିଥିଲେ ଯେଉଁ ବ୍ୟକ୍ତି ଅନ୍ୟ ସ୍ତ୍ରୀ ଙ୍କୁ ତାଙ୍କ ଇଚ୍ଛା ବୃଦ୍ଧ ରେ ସ୍ପର୍ଶ କରିଥାଏ ସେହି ବ୍ୟକ୍ତି ଦୁନିଆ ର ସବୁଠାରୁ ଅଧିକ ଦୁରାଚାରୀ ମନୁଷ୍ୟ ହେଇଥାଏ ଏବଂ ସେ ଦୁନିଆ ର ସବୁଠାରୁ ବଡ଼ ପାପୀ ହେଇଥାଏ I

2) ଦ୍ୱିତୀୟ କଥା ରେ ମାତା ସୀତା କହିଥିଲେ ଜଣେ ମନୁଷ୍ୟ ଯେତେ ବି ଧନୀ ହେଇଥାନ୍ତି ଏବଂ ସେ ନିଜ ଧନ ଓ ବଳ କୁ ନେଇ ଅହଙ୍କାରୀ ହେଇଯାଇଥାଏ ତେବେ ସେହି ଧନ ଓ ବଳ ରହିକି କିଛି ବି ମୂଲ୍ୟ ନ ଥାଏ I

3)ମାତା ସୀତା ରାବଣ ଙ୍କୁ କହିଛନ୍ତି ଅହଂକାର ମନୁଷ୍ୟ ର ସବୁଠାରୁ ବଡ଼ ଶତ୍ରୁ ହେଇଥାଏ I ଅହଂକାର କାରଣ ରୁ ମନୁଷ୍ୟ ର ବୃଦ୍ଧି ଭ୍ରଷ୍ଟ ହେଇଯାଇଥାଏ ଏବଂ ସେ ଅନ୍ୟ ପ୍ରାଣୀ ଙ୍କୁ ତୁଛ ମନେ କରିଥାଏ I

4)ସୀତା ମାତା ରାବଣ ଙ୍କୁ କହିଛନ୍ତି ସେ କେତେ ବଳବାନ ହେଉ ନା କାହିଁକି , ଯଦି ସେହି ମନୁଷ୍ୟ ନିଜ ବଳ ର ସଠିକ ପ୍ରୟୋଗ କରି ନ ଥାଏ ତେବେ ସେହି ବ୍ୟକ୍ତି ପାଁଇ ଏହା ହାନିକାରକ ହେଇଥାଏ I