ସାଉଥର ଏହି ଲୋକପ୍ରିୟ କମେଡିଆନଙ୍କ ପୁଅ ହେଉଛନ୍ତି ଟଲିବୁଡ଼ ଫିଲ୍ମର ଜଣେ ସୁପରଷ୍ଟାର, ଫୋଟୋ ଦେଖିଲେ ଜାଣି ପାରିବେ

ନିଜ ର ସୁନ୍ଦର କମେଡି ଦ୍ୱାରା ସବୁ ସାଉଥ ଫିଲ୍ମ ଅଧିକ ରୋମାଞ୍ଚକର କରୁଥିବା କମେଡିଆନ ବ୍ରହ୍ମାନନ୍ଦ କନଗନତି ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ I ଯେପରି କି ଆପଣ ଜାଣିଛନ୍ତି କି ଏହି ଲୋକପ୍ରିୟ କମେଡିଆନ ସାଉଥ ର ଅଧିକାଂଶ ଫିଲ୍ମ ରେ ଦେଖିବାକୁ ମିଳନ୍ତି I ଏହି କମେଡିଆନ ଏତେ ଫେମସ କି ସେ କୌଣସି ବି କମେଡି ନ କଲେ କେବଳ ତାଙ୍କ ଚେହେରା ରେ ହିଁ ଫିଲ୍ମ ସୁପରହିଟ ହେଇଥାଏ I ଆପଣ ଙ୍କ ସୂଚନା ଅନୁୟାରେ ଜାଣି ରଖନ୍ତୁ କି ବ୍ରହ୍ମାନନ୍ଦ ବର୍ତମାନ ସମୟ ରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଜଣେ ଜଣାସୁନା କଳାକାର ରେ ଗଣତି ହେଉଛନ୍ତି I

ତାଙ୍କ ର ଦୁଇ ପୁଅ ଅଛନ୍ତି ଯାହାଙ୍କ ର ନାମ ରାଜା ଗୌତମ କନଗଣତି ଓ ସିଦ୍ଧାର୍ଥ କନଗଣତି I ତେବେ ଆଜି ଆମେ ଆଲୋଚନା କରୁଛେ ତାଙ୍କ ପୁଅ ରାଜା ଗୌତମ କନଗଣତି ଙ୍କ ବିଷୟ ରେ ଯିଏ ଜନ୍ମ ଗ୍ରହଣ କରିଥିଲେ ଆନ୍ଧ୍ରପ୍ରଦେଶ ରେ ଓ ସେ ସେନ୍ଟ ମେରୀ ସଁ କଲେଜ ହାଇଦ୍ରାବାଦ ରେ ବି. ବି . ଏ ରେ ଡିଗ୍ରୀ ପାଇଥିଲେ I

ଏହି ଫିଲ୍ମ ରୁ ହିଁ ଆରମ୍ଭ କରିଥିଲେ ତେଲୁଗୁ ଫିଲ୍ମ ରେ ଅଭିନୟ

ପାଠ ପଢା ପୁରା କରିବା ପରେ ରାଜା ନିଜ ର ପିତା ଙ୍କ ର ରାସ୍ତା ରେ ଚାଲିବାକୁ ନିଷ୍ପତି ନେଇଥିଲେ ଏବଂ ସେ ସାଉଥ ଫିଲ୍ମ “ପଲଂକିଲୋ ପଲୀକୁତୁର ” ରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ I

ପ୍ରଥମ ହିଟ ଫିଲ୍ମ ଦେବା ପରେ ସେ 2011 ରେ ଫିଲ୍ମ “ବାରବା” କରିଥିଲେ କିନ୍ତୁ ଏହି ଫିଲ୍ମ ଟି ଫ୍ଲପି ହେଇଥିଲା ଏହା ପରେ ସେ 24 ଅକ୍ଟୋବର 2012 ରେ ଜ୍ୟୋତ୍ଷ୍ଣ ରେଡ୍ଡୀ ଙ୍କୁ ବିବାହ କରିଥିଲେ ଆଉ ଆଜି ତାଙ୍କ ର ଏକ ପୁଅ ମଧ୍ୟ I