ଆଜି ଆମେ ଆପଣ ଙ୍କୁ ସାଉଥ ର ଜଣେ ଲୋକପ୍ରିୟ ଖଳନାୟକ ଙ୍କ ବିଷୟ ରେ କହିବାକୁ ଯାଉଛୁ I ଦକ୍ଷିଣ ଭାରତ ର ଏ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତା I ଏବଂ ତାଙ୍କ ପତ୍ନୀ ଦେଖିବାକୁ ବି ଖୁବ ସୁନ୍ଦର ଅଟନ୍ତି I
ଏହି ଲୋକପ୍ରିୟ ଅଭିନେତା ଙ୍କ ର ପତ୍ନୀ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I ଏହି ଅଭିନେତା ଙ୍କ ର ନାମ ରାଜେନ୍ଦ୍ରନ ଅଟେ ସେ ଦକ୍ଷିଣ ଭାରତୀୟ ଫିଲ୍ମ ରେ ବେଶ ସୁନାମ ଅର୍ଜନ କରିଛନ୍ତି I
ସେ ନିଜ ର ଅଭିନୟ ର ଦକ୍ଷତା ରେ ଖୁବ ଅଧିକ ଲୋକପ୍ରିୟତା ହାସିଲ କରିଛନ୍ତି I ଏବଂ ତାଙ୍କ ପତ୍ନୀ ବି ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି କିନ୍ତୁ ତାଙ୍କ ପତ୍ନୀ କେବେ ହେଲେ କ୍ୟାମେରା ସମୁଖ କୁ ଆସିବାକୁ ପସନ୍ଦ କରି ନ ଥାନ୍ତି I
କିଛି ଲୋକ ଙ୍କ ର ମତାମତ ଅନୁସାରେ ଏହି ଯୋଡି ଠିକ ଲାଗୁନି କିନ୍ତୁ ତାଙ୍କ ପତ୍ନୀ ରାଜେନ୍ଦ୍ର ଙ୍କୁ ଅଧିକ ପ୍ରେମ କରିଥାନ୍ତି ଏବଂ ତାଙ୍କ ର ଦାମ୍ପତ୍ୟ ଜୀବନ ବେଶ ଖୁସି ରେ ଚାଲିଛି I