ସୁଟିଂ ସେଟରେ ବହେ ମାଡ଼ ଖାଇଲେ ରାନି ପଣ୍ଡା, ଗୋଡେଇ ଗୋଡେଇ Pitile… ଦେଖିଲେ କହିବେ ହଁ ଇଏ ତ ସବୁ…

ନମସ୍କାର ବନ୍ଧୁଗଣ ସୁଟିଂ ସେଟ୍ ରେ ରାନୀ ପଣ୍ଡାଙ୍କୁ ନିର୍ଦ୍ଧୁମ ମାଡ଼ ମରା ଯାଇଛି ଆଉ ଏହି ଘଟଣାଟି ବା ଏହି ଭିଡିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ସତ୍ୟତା ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ରାନୀ ପଣ୍ଡାଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ରାନୀ ପଣ୍ଡା ତାହେଲେ ଓଲିଉଡରେ ଅଭିନୟ କରିବା ଛଡ଼ା ରାନୀ ପଣ୍ଡା ଯାତ୍ରା ଜଗତରେ ମଧ୍ୟ ସୁନ୍ଦର ଅଭିନୟ କରିଥାନ୍ତି ତେବେ ବର୍ତ୍ତମାନ ସମୟରେ ରାନୀ ପଣ୍ଡାଙ୍କ ଜୀବନୀ ଉପରେ ଏକ ନୂଆ ଯାତ୍ରାଟିଏ ତିଆରି କରାଯାଉଛି ଯେଉଁଥିରେ ରାନୀ ପଣ୍ଡାଙ୍କ ଲାଇଫ୍ ରେ ହୋଇଥିବା ଷ୍ଟ୍ରଗଲ୍ ବିଷୟରେ ଦେଖା ଯାଇଛି |

ତେବେ ଏଥିରେ ସେ କିଭଳି ଭାବରେ ଷ୍ଟ୍ରଗଲ୍ କରିଛନ୍ତି ଆଉ ନିଜକୁ ସମାଜ ଆଗରେ ଛିଡା କରିଛନ୍ତି ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଦିଆଯାଇଛି ତ ଏହି ଯାତ୍ରାର ସୁଟିଂ ସେଟ୍ ରେ ରାନୀ ପଣ୍ଡାଙ୍କୁ ବୋହୁତ ମାଡ଼ ମରା ଯାଉଥିବାର ଦେଖା ଯାଉଛି ଆଉ ଏହି ଭିଡିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି|

କିନ୍ତୁ ଦର୍ଶକ ବନ୍ଧୁ ପ୍ରକୃତି ଘଟଣା ହେଉଛି ଏହା ରାନୀ ପଣ୍ଡାଙ୍କ ଆଗାମୀ ଯାତ୍ରାର ସୁଟିଂ ଅଟେ ଆଉ ସୁଟିଂ ସେଟ୍ ରେ ରାନୀ ପଣ୍ଡାଙ୍କୁ ବୋହୁତ ମାଡ଼ ମରା ଯାଇଛି ଏହା ରିଲ ଲାଇଫରେ। ତାହେଲେ ରିଲ୍ ଲାଇଫରେ ରାନୀ ପଣ୍ଡା ବୋହୁତ ମାଡ଼ ଖାଇଛନ୍ତି ଆଉ ବୋହୁତ ସୁନ୍ଦର ଅଭିନୟ କରୁଥିବାର ତାଙ୍କୁ ଦେଖିବା ପାଇଁ ମିଳିଛି ଆଉ ରାନୀ ପଣ୍ଡା କାନ୍ଦି କାନ୍ଦି ତାଙ୍କ ଆଖି ପୁରା ଫୁଲି ଯାଇଥିବାର ନଜର ଆସିଛି |

ଆଉ ରାନୀ ପଣ୍ଡାଙ୍କ ସୁନ୍ଦର ଅଭିନୟ ଆପଣମାନେ ଏହି ଯାତ୍ରାରେ ଦେଖିବା ପାଇଁ ପାଇବେ ଗତ ଦିନମାନଙ୍କରେ ଆପଣମାନେ ରାନୀ ପଣ୍ଡାଙ୍କୁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ଥିବାର ନିଶ୍ଚିତ ଭାବରେ ଦେଖିବା ପାଇଁ ପାଉଥିବେ ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ରାନୀ ପଣ୍ଡା କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।