ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ Puni ଆସିଲା ବଡ଼ ଖୁସିର ଖବର… ସରକାର କରିଦେଲେ ବଡ ଘୋଷଣା, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ଯାହାକି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ମୋଦୀଙ୍କ ନୂଆ ଘୋଷଣା ପୁଣି ଆଉ କିଛି ସରକାରଙ୍କ ନୂଆ ଯୋଜନା ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ଡିଜିଟାଲ ସ୍କୁଲ୍ ତିଆରି କରିବେ ମୋଦୀ ସରକାର ବିନା ଶିକ୍ଷକରେ ହେବ ପାଠପଢ଼ା ମୋଦୀ ସରକାର ଲଗାତାର ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରୁଛନ୍ତି |

ଏହି ପଛରେ ବର୍ତ୍ତମାନ କେନ୍ଦ୍ର ସରକାର ଡିଜିଟାଲ ବିଦ୍ୟାଳୟ ଧାରଣା ଆଣୁଛନ୍ତି ଯେଉଁଠାରେ ପିଲାମାନେ ବିନା ଶିକ୍ଷକରେ ଅଧ୍ୟାନୟ କରିପାରିବେ CSC ତଥା ସାଧାରଣ ସେବା କେନ୍ଦ୍ର ଯାହାକି ଜନସେବା କେନ୍ଦ୍ର ସହାୟତାରେ ଡିଜିଟାଲ ବିଦାଳୟ ଗୁଡ଼ିକ ଖୋଲାଯିବ CAC ଗଭାର୍ଣନ୍ସ ସର୍ଭିସେସ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଦିନେଶ ତାଗି କହିଛନ୍ତି ଯେ ଭାରତ ସରକାର ପ୍ରତ୍ୟେକ ଗ୍ରାମରେ ଡିଜିଟାଲ ସ୍କୁଲ୍ ଖୋଲିବାକୁ ଚେଷ୍ଟା କରୁଛନ୍ତି |

ଯେଉଁଠାରେ ଶିକ୍ଷକ ବିନା ବିଦ୍ୟାଳୟ ହେବ। ଡକ୍ଟର ଦିନେଶ ତାଗିଙ୍କ କହିବା ଅନୁସାରେ ଖୁବ୍ ଶୀଘ୍ର ଦେଶରେ ଡିଜିଟାଲ ସ୍କୁଲ୍ ଖୋଲିବ ଏହି ବିଦ୍ୟାଳୟରେ ଇଲର୍ନିଙ୍ଗ ପାଠ୍ୟକ୍ରମ ଉପସ୍ଥିତ ହେବ ଏହି ବିଦ୍ୟାଳୟ ଗୁଡ଼ିକ ପାଇଁ ଆର୍ଟିଫିଶିଆଲ ଇଣ୍ଟେଲିଯେଣ୍ଟ ଆର୍ ଏବଂ ଅଗ୍ମିଣ୍ଟେଡ୍ ରିୟାଲିଟି ସାହାଯ୍ୟରେ ଡିଜିଟାଲ ପାଠ୍ୟକ୍ରମ ଯେଉଁଠାରେ ଡିଜିଟାଲ ଡିଭାଇସ୍ ସଂଯୋଗିକରଣ ପିଲାମାନଙ୍କୁ ଅନଲାଇନ୍ ପ୍ରଶ୍ନ ପଚାରିବାରେ ସକ୍ଷମ କରିବ |

ଯେଉଁଥିରେ ପିଲାମାନେ ପ୍ରକୃତି ସମୟରେ ଉତ୍ତର ପାଇବେ। ତେବେ ୬ ଲକ୍ଷ ଗ୍ରାମରେ ଡିଜିଟାଲ ସ୍କୁଲ୍ ଖୋଲାଯିବ ତାଗିଙ୍କ କହିବା ଅନୁସାରେ ଡିଜିଟାଲ ସ୍କୁଲ୍ ହେଉଛି ଏକ ନୂତନ ପ୍ରକାର ଆରମ୍ଭ ଯାହା ପ୍ରତ୍ୟେକ CAC କେନ୍ଦ୍ରରେ ଖୋଲିବାକୁ ଯୋଜନା କରାଯାଇଛି |

ତେବେ ପ୍ରଥମେ ଏହା ହରିଦ୍ଵାରରେ ଆରମ୍ଭ ହେବ ଯାହାକି ହରିଦ୍ଵାରରେ ପ୍ରଥମ ଡିଜିଟାଲ ସ୍କୁଲ୍ ଖୋଲା ଯାଉଛି ବୋଲି ତାଗି କହିଛନ୍ତି ସେ କହିଛନ୍ତି ଯେ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ସବୁଠାରେ ଆରମ୍ଭ କରାଯିବ ସେ କହିଛନ୍ତି ଯେ 5G ଆରମ୍ଭ ହେବା ପରେ ଡିଜିଟାଲ ସ୍କୁଲ୍ ଖୋଲିବା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବ।