ସୁକୁଟା ପତଳା ଲୋକ ଯଦି କେବଳ ଗୋଟେ ମାସ ଖାଇଦେବେ ଏହି ଜିନିଷ… ହୋଇଯିବେ ପହିଲ ବାନ ମୁଲ୍ୟ କେବଳ ୧୦ ଟଙ୍କା ସବୁ ଦୋକାନରେ ମିଳୁଛି

ଆଜିକା ସମୟ ରେ ଅଧିକାଂଶ ଲୋକେ ନିଜ ର କମଜୋରୀ ଓ ପତଳାପଣ ପାଁଇ ଚିନ୍ତିତ ରହିଥାନ୍ତି I ଯାହା ଦ୍ୱାରା ତାଙ୍କ ଓଜନ ବି ଠିକ ରହି ନ ଥାଏ I ଏହା ର ମୁଖ୍ୟ କାରଣ ଏହା କି ଲୋକେ ବାହାର ଖାଦ୍ୟ କୁ ଅଧିକ ପସନ୍ଦ କରିଥାନ୍ତି I

ଲୋକେ ଅଧିକାଂଶ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି I ଯାହା ଦ୍ୱାରା ଆପଣ ଙ୍କ ର ପାଚନ ତନ୍ତ୍ର ଖରାପ ହେଇଥାଏ I ପାଚନ ତନ୍ତ୍ର ଖରାପ ହେବା ଦ୍ୱାରା ଆପଣ ଠିକ ଭାବ ରେ ଖିଆପିଆ କରିପାରିବେ ନାହିଁ I କିନ୍ତୁ ଆଜି ଆମେ ଯେଉଁ ଉପାୟ ବିଷୟ ରେ କହିବାକୁ ଯାଉଛେ ଏହା ଦ୍ୱାରା ଜଣେ ପତଳା ଲୋକ ଏକ ସୁନ୍ଦର ମଜବୁତ ଚେହେରା କରିପାରିବେ I କାଜୁ ବାଦାମ ଏହା ତ ପ୍ରତୋକ ଘରେ ଲୋକେ ଖାଦ୍ୟ ରେ ବ୍ୟବହାର କରିଥାନ୍ତି I କିନ୍ତୁ ଆମେ ଏହା କୁ ସଠିକ ଉପାୟ ରେ ବ୍ୟବହାର କରି ନ ଥାଉ I ତେବେ ଯଦି ଆପଣ ରାତି ରେ 5 କାଜୁ ଓ ଚାରି ବାଦାମ ଓ କିଛି କିସମିସ ସହ ଏକ ଗ୍ଲାସ କ୍ଷୀର ପିଇବେ I ଏବଂ ଏହି କ୍ଷୀର ସହ ଏକ ଚାମଚ ମହୁ ର ସେବନ କରିବେ ତେବେ ନିଶ୍ଚିତ ଉପଶମ ପାଇପାରିବେ I

ସୋୟାବିନ ଦାନା ଓ ଦେଶୀ ଚଣା – ରାତି ରେ ସାମାନ୍ୟ ସୋୟାବିନ ସହ ଦେଶୀ ଚଣା ପାଣି ରେ ପକାଇ ଦିଅନ୍ତୁ I ଏବଂ ଏହା କୁ ସକାଳୁ ଚୋବାଇ ଚୋବାଇ ଖାଇବେ I ଦେଖିବେ ଏପରି 15 ଦିନ କରିକି ଏକ ଉତ୍ତମ ଚେହେରା ପାଇପାରିବେ I

ମୁନ୍କକା – ମୁନ୍କକା ର ଉପକାରିତା ବିଷୟ ରେ ବି ଆପଣ ଜାଣିଛନ୍ତି I ଏହା ସହଜ ରେ ପ୍ରତୋକ ଜାଗା ରେ ମିଳିଥାଏ I ରାତି ରେ ଶୋଇବା ପୂର୍ବ ରୁ 10 ରୁ 15 ଗୋଟି ମୁନ୍କକା ପାଣି ରେ ବତୁରାଈ ଦିଅନ୍ତୁ ଏବଂ ସକାଳୁ ଉଠି ଏହି ପାଣି କୁ ପିଦିଅନ୍ତୁ ଓ ଏହି ମୁନ୍କକା କୁ ଚୋବାଇ ଚୋବାଇ ଖାନ୍ତୁ I ଏପରି କରିବା ଦ୍ୱାରା ଆପଣ ଙ୍କ ର ଓଜନ ବୃଦ୍ଧି ହେବା ଆରମ୍ଭ ହେବ I