ଆପଣ ସମସ୍ତେ ଶୁକ୍ରାଚାର୍ଯ୍ୟ ଙ୍କ ବିଷୟ ରେ ଜାଣିଥିବେ , ଯେପରି ଦେବତା ଙ୍କ ର ଗୁରୁ ଥିଲେ ବୃହସ୍ପତି ସେହିପରି ଦୈତ୍ୟ ଙ୍କ ର ଗୁରୁ ଥିଲେ ଶୁକ୍ରାଚାର୍ଯ୍ୟ I ଏହି ଦୁହେଁ ହେଉଛନ୍ତି ବ୍ରହ୍ମ ଙ୍କ ର ବଂଶଜ I ତେବେ ଦେଖିବାକୁ ଗଲେ ଦୈତ୍ୟ ଙ୍କ ର ଗୁରୁ ଶୁକ୍ରାଚାର୍ଯ୍ୟ ବହୁତ ଭଲ ଗୁରୁ ଥିଲେ ଏବଂ ସେ ଏପରି କିଛି ମହତ ବାଣୀ କହିଯାଇଛନ୍ତି ଯାହା କୁ କି ଶୁକ୍ର ନୀତି କୁହାଯାଇଥାଏ I ଯଦି ଆପଣ ଙ୍କ ର ଜୀବନ ରେ କେବେ ବି କୌଣସି ସମସ୍ୟା ଆସିଥାଏ ତେବେ ଆପଣ ଏହି ନୀତି କୁ ଆପଣେଇ ଉଦ୍ଧାର ପାଇପାରିବେ I
ଆସନ୍ତୁ ଜାଣିବା ଶୁକ୍ରାଚାର୍ଯ୍ୟ ଙ୍କ ବିଷୟ ରେ ଏହି ଚାରି ଗୋଟି କଥା I
ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ କହିବା ଅନୁସାରେ ମନୁଷ୍ୟ ତା ଜୀବନ ରେ କେବେ ହେଲେ ଆବଶ୍ୟକତା ଠାରୁ ଅଧିକ କାହାରି ଉପରେ ବିଶ୍ବସ କରିବା ଉଚିତ ନୁହେଁ I ମନୁଷ୍ୟ ଜାତି କେତେବେଳେ କାହାକୁ ଧୋକା ଦେବେ କିଛି ବି କହିବା ସମ୍ଭବ ହେଇ ନ ଥାଏ I
ଗୁରୁ ଶୁକ୍ରାଚାର୍ଯ୍ୟ ବହୁତ ଭଲ କଥା କହିଛନ୍ତି ସେ କହିଛନ୍ତି କେବେ ହେଲେ ଆପଣ ଅର୍ଣ୍ଣ କୁ ଅପମାନ କରିବା ଉଚିତ ନୁହେଁ I ଏହା ମନୁଷ୍ୟ ର ବହୁତ ବଡ଼ ଭୁଲ ଅଟେ I କାରଣ ଅର୍ଣ୍ଣ ଦ୍ୱାରା ହିଁ ଜଣେ ବ୍ୟକ୍ତି ଜୀବିତ ରହିଛି I
ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ କହିବା ଅନୁସାରେ ବ୍ୟକ୍ତି ଙ୍କୁ ଜୀବନ ର ସବୁ କାର୍ଯ୍ୟ ତୁରନ୍ତ ସମାଧାନ କରିବା ଉଚିତ I ଏବଂ ଆଗାମୀ କାଲି ବିଷୟ ରେ ଚିନ୍ତା କରିବା ଉଚିତ I ଅର୍ଥାତ ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ କହିବା ଅନୁସାରେ ଆଗାମୀ କାଲି ପାଁଇ ଯେଉଁ କାର୍ଯ୍ୟ ଆପଣ ଙ୍କ ପାଖ ରେ ରହିଛି ତାହା ଆଜି ଠାରୁ ହିଁ ସମାଧାନ କରିବା ଉଚିତ I ଆଳସ୍ୟ ମନୁଷ୍ୟ ର ବହୁତ ବଡ଼ ଭୁଲ ହେଇଥାଏ I
ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ କହିବା ଅନୁସାରେ କୌଣସି ବ୍ୟକ୍ତି କିଛି ଚିନ୍ତା ନ କରିକି କେବେ ହେଲେ କାହାରିକୁ ନିଜ ର ବନ୍ଧୁ କରିବା ଉଚିତ ନୁହେଁ I ଏପରି ବି ହେଇପାରେ ଆପଣ ଯାହାକୁ ନିଜ ର ମିତ୍ର ବୋଲି କହୁଛନ୍ତି ସେ ଆପଣ ଙ୍କ ର ଶତ୍ରୁ ହେଇ ପାରନ୍ତି I ତେଣୁ ଆଗାମୀ ସମୟ ପାଁଇ ଏହା ଆପଣ ଙ୍କ ର ବିପଦ ସୃଷ୍ଟି କରିପାରିବେ I
ଏହି ସବୁ କଥା ଯାହା ଗୁରୁ ଶୁକ୍ରାଚାର୍ଯ୍ୟ କହିଛନ୍ତି ବାସ୍ତବ ରେ ଜଣେ ବ୍ୟକ୍ତି ଯଦି ଏହି ଅନୁସାରେ ଜୀବନ ଅତିବାହିତ କରିବେ ତେବେ ସେ କେବେ ହେଲେ ତାଙ୍କ ଜୀବନ ରେ କୌଣସି ବି ସମସ୍ୟା ର ସମୁଖୀନ ହେବେ ନାହିଁ I