ସ୍ୱାମୀଙ୍କ ଠାରୁ କାହିଁକି ଅଲଗା ହେଲେ Anu Chaudhry, ଅନୁ ଚୌଧୁରୀଙ୍କ Family ଓ Lifestyle, ଆଗରୁ ଦେଖି ନ ଥିବେ

ଦର୍ଶକବନ୍ଧୁ ଆପଣମାନେ ଓଡ଼ିଆ ହିରୋଇନ ଅନୁ ଚୌଧୁରୀ କୁ ତ ନିଶ୍ଚିତ ଭାବରେ ଜାଣିଥିବେ ସେ 30 ଅଗଷ୍ଟ 1979 ମସିହାରେ ଜନ୍ମ ଗ୍ରହଣ କରିଥିଲେ ତ ବର୍ତ୍ତମାନ ତାଙ୍କୁ 42 ବର୍ଷ ବୟସ ହୋଇଗଲାଣି ତାହେଲେ ସେ ପ୍ରଥମେ ଚାଇଲଡ ଆକ୍ଟର ଭାବେ ସେ ପ୍ରଥମେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କାମକରିବା ଆରମ୍ଭ କରିଦେଇଥିଲେ ତାହେଲେ ଅନୁ ଚୌଧୁରୀ ବର୍ତମାନ ସମୟରେ ପ୍ରାୟ 60ରୁ ଅଧିକ ଓଡ଼ିଆ ଫିଲ୍ମ ରେ କାମ କରିସାରିଲେଣି |


ଅନୁ ଚୌଧୁରୀ 1998 ମସିହାରେ ମା ଗୋଜବାୟାଣୀ ଫିଲ୍ମ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏହା ଛଡା ସେ ବେଙ୍ଗଲୀ ଓ ତେଲୁଗୁ ଫିଲ୍ମ ରେ ଅଭିନୟ କରି ସାରିଲେଣି ଓ ତାଙ୍କ ଲାଇଫ ରେ ତାଙ୍କ ଆକ୍ଟିଙ୍ଗ ପାଇଁ ତାଙ୍କୁ ବହୁତ ସାରା ଆୱାର୍ଡ ମଧ୍ୟ ପାଇଛନ୍ତି | ଅନୁ ଚୌଧୁରୀ ଙ୍କ ବାପା ହେଉଛନ୍ତି ରବି ଚୌଧୁରୀ ଆଉ ତାଙ୍କ ମା ହେଉଛନ୍ତି ସୌଦାମିନୀ ଚୌଧୁରୀ ତେବେ ରବି ଚୌଧୁରୀ ହେଉଛନ୍ତି ଗୋଟେ ଓଡ଼ିଆ ଫିଲ୍ମ ଏଡିଟର |


ଅନୁ ଚୌଧୁରୀ 2006 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ କୌଣସି କାରଣ ଯୋଗୁ 2011 ମସିହାରେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ ଆଉ ବର୍ତମାନ ସମୟରେ ସେ ଏକୁଟିଆ ଭୁବନେଶ୍ୱର ରେ ଘରେ ରହୁଛନ୍ତି ତ ପାଠ ପଢା ଉପରେ ଧ୍ୟାନ ଦେବା ତ ଅନୁ ଚୌଧୁରୀ +2 ସାଇନ୍ସ ବିଜୁ ପଟନାୟକ କଲେଜ ରେ ପଢ଼ିଛନ୍ତି |


ଆଉ ନିଜର ଗ୍ରାଜୁଏସନ ରମାଦେବୀ କଲେଜ ରେ କରିଛନ୍ତି ରାହେଲେ 90 ଦଶକରେ ଅନୁ ଚୌଧୁରୀ ଙ୍କର ଜବରଦସ୍ତ ଆକ୍ଟିଙ୍ଗ ର ଦିବାନା ଥିଲେ ବହୁତ ସାରା ଓଡ଼ିଆ ଫ୍ୟାନ ମାନେ ତ ବର୍ତମାନ ଭି ଅନୁ ଚୌଧୁରୀ ବହୁତ ସାରା ରିଆଲିଟି ସୋ ରେ ନଜର ଆସୁଛନ୍ତି ତ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଅନୁ ଚୌଧୁରୀ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |