ସୁନୀଲ ସେଠୀ ଙ୍କର ଝିଅଙ୍କ ସାଙ୍ଗରେ ଏହି କ୍ରିକେଟର ଙ୍କର ଚାଲିଛି ଲୁଚା ଛପା ପ୍ରେମ, ଆପଣଙ୍କ ପ୍ରିୟ କ୍ରିକେଟର ଏବେ ପଡିଛନ୍ତି ପ୍ରେମରେ

ବଲିଉଡ ରେ କ୍ରିକେଟ ସହ ଅନେକ ସମ୍ବନ୍ଧ ଦେଖିବାକୁ ମିଳିଥାଏ I ବିଗତ ଦିନ ରେ ବିରାଟ କୋହଲି , ଅଭିନେତ୍ରୀ ଅନୁଷ୍କା ଙ୍କୁ ବିବାହ କରି ଏହା ର ଏକ ଉଧାରଣ ସୃଷ୍ଟି କରିଛନ୍ତି I ତେବେ ବର୍ତମାନ ବଲିଉଡ ର ସବୁଠାରୁ ଲୋକପ୍ରିୟ ଅଭିନେତା ସୁନୀଲ ସେଠୀ ଙ୍କ ର ଝିଅ ଅଥିୟା ସେଠୀ ଙ୍କ ସହ ଜଣେ କ୍ରିକେଟର ପ୍ରେମ ସମ୍ବନ୍ଧ କୁ ନେଇ ଚର୍ଚା ବେଶ ଜୋର ଧରିଛି I

କେଏଲ ରାହୁଲ ଙ୍କ ର ନାମ ଆପଣ କିଛି ଦିନ ପୂର୍ବ ରେ ଆଲିୟ ଙ୍କ ର ବେଷ୍ଟ ଫ୍ରେନ୍ଡ ଅକାନସ୍କ ରଞ୍ଜନ ସହ ଯୋଡି ହେଇଥିବା ର ଶୁଣିଥିବେ I ଏହା ପରେ ବର୍ତମାନ ରାହୁଲ ଙ୍କ ର ନାମ ସୁନୀଲ ସେଠୀ ଙ୍କ ର ଝିଅ ଙ୍କ ସହ ଯୋଡି ହେଇଚି I ଅଥିୟା 2015 ରେ ଫିଲ୍ମ ହିରୋ ରେ ଏଣ୍ଟ୍ରି କରିଥିଲେ I ଏହା ପରେ ଆଉ ଦୁଇଟି ଫିଲ୍ମ ମୁବାରକ ଓ ନବବିଜାଦେ ରେ ମଧ୍ୟ ତାଙ୍କ ର ଅଭିନୟ ଦେଖିବାକୁ ମିଳିଥିଲା I

ତେବେ କିପରି ଏହା ମିଡ଼ିଆ ରେ ଆଲୋଚନା ର କେନ୍ଦ୍ର ହେଇଚି କି ଅଥିୟା ଓ ରାହୁଲ ଙ୍କ ର ମଧ୍ୟ ରେ ରହିଛି ପ୍ରେମ ସମ୍ବନ୍ଧ I ଏହି ବିଷୟ ରେ କହିଛନ୍ତି ଅଥିୟା ଙ୍କ ର ସାଙ୍ଗ ଓ ଜଣେ ଭଲ ଡିଜାଇନର ବିରାମ ପଣ୍ଡିତ I ବିଗତ ଦିନ ରେ ଅଥିୟା ନିଜ ଇନ୍ଷ୍ଟଗ୍ରାମ ଆକାଉଂଟ ରେ ଏହା ସେୟାର କରିଛନ୍ତି I ଏବଂ ବୀରଙ୍କ କିଛି ଏପରି ଅଥିୟା ଙ୍କ ପୋଷ୍ଟ ରେ କମେନ୍ଟ ମଧ୍ୟ ଦେଇଛନ୍ତି ଯେଉଁଥିରୁ ଏହା ସ୍ପଷ୍ଟ ହେଉଛି କି ଅଥିୟା ଓ ରାହୁଲ ଙ୍କ ମଧ୍ୟ ରେ କିଛି ସମ୍ବନ୍ଧ ରହିଛି I ଏବଂ ଉତ୍ତର ରେ ଅଥିୟା କହିଛନ୍ତି କି ସମସ୍ୟା ଆସିଛି ବିକ୍ରମ ମୁ ତୁମ କୁ ବ୍ଲକ କରିବି I

ଏପରି କି ଅଥିୟା ଓ ରାହୁଲ ଙ୍କୁ ଅନେକ ସମୟ ରେ ଏକାଠି ମଧ୍ୟ ଦେଖିବାକୁ ମିଳିଛି I ଉଭୟ ଙ୍କ ର ସାଙ୍ଗ ଆକାଶ ସୋସିଆଲ ମିଡ଼ିଆ ରେ ଅଥିୟା ଓ ରାହୁଲ ଙ୍କ ର ଏକ ଫୋଟୋ ସେୟାର କରିଥିଲେ I ଏବଂ କ୍ୟାପ୍ସନ ରେ ଆକାଶ ଲେଖିଥିଲେ ଏହି କଥା କୁ ନେଇ ମୋତେ ବହୁତ ଖୁସି I ଏବଂ ଦର୍ଶକେ ମଧ୍ୟ ମୋ କହିବା ର ତାତ୍ପର୍ଯ୍ୟ ବୁଝିଯାଇଛନ୍ତି I