Sura ଭାଇଙ୍କୁ ନେଇ ଏମିତି କିଛି କହିଲେ ନିଶା ମହାରଣା… ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଓଲିଓଡରୁ ନେଇ ଜଲିଓଡ୍ ତାଙ୍କ ନା କୁ ନେଇ ସବୁଠି ଚର୍ଚ୍ଚା । ସେ ସିନେମା କଥା ହେଉ କି ଆଲବମ୍ କଥା ହେଉ କି ଯାତ୍ରା କଥା ସବୁଠି ସେ ନମ୍ବର 1 । ଆଉ ସବୁ ବେଳେ ସେ ବାଦ ବିବାଦ ରେ ଘେରି ହୋଇ ରହି ଥାନ୍ତି ତେବେ ସେ ଆଉ କେହି ନୁହନ୍ତି ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ନିଶା ମହାରଣା ।

ସେ କେତେ ସଫଳ ଅଭିନେତ୍ରୀ ଆପଣ ମାନେ ଜାଣିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ନିଶା ମହାରଣା ଙ୍କ ବିଷୟ ରେ କହିବାକୁ ଯାଉଛୁ । ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ପାଇ ପରିବେ । ବନ୍ଧୁଗଣ ଅଭିନେତ୍ରୀ ନିଶା ଙ୍କୁ ଆମ ଓଡିଶା ବାସୀ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ।

ତେବେ ଅଭିନେତ୍ରୀ ନିଶା ଙ୍କ ନାଁ ରେ ହିଁ ନିଶା ଅଛନ୍ତି ସେଥି ପାଇଁ ତାଙ୍କ ଡ୍ୟାନ୍ସ ଙ୍କୁ ବହୁତ ଭଲ ପାଆନ୍ତି ଦର୍ଶକ ମାନେ । ସବୁ ବେଳେ କିଛି ନା କିଛି ଭିଦିଓ କୁ ନେଇ ଚର୍ଚ୍ଚା ରେ ରହି ଥାନ୍ତି । ତେବେ ବର୍ତ୍ତମାନ ସମୟରେ ରେ ତାଙ୍କ ର ଏକ ଭିଦିଓ ଭାଇରାଲ୍ ହେଉଛି । ସେହି ଭିଡିଓ ଟି ଲାଇଭ୍ ଥିଲା ଆଉ ସେ ଭିଡିଓ ରେ ସେ ସୁର ରାଓତ୍ ଙ୍କୁ ବହୁତ ବହୁତ ଧନ୍ୟଵାଦ ଜଣାଇ ଛନ୍ତି ।

ତେବେ ଆପଣ ମାନେ ସୁରରାଓତ ବି ଭଲ ଭାବ ରେ ଜାଣିଥିବେ । ସେ ମିଡ଼ିଆ ଙ୍କ ଆଗରେ କିଛି ନା କିଛି ପ୍ରତିକ୍ରିୟା ଦେଇ ଥାନ୍ତି ଯାହା ପାଇଁ ତାଙ୍କ ଭିଡିଓ ଖୁବ ଭାଇରାଲ୍ ହୋଇ ଥାଏ । ତେବେ ନିଶା ମହାରଣା ଧନ୍ୟଵାଦ କହି ସୁର ରାଓତ୍ ଙ୍କୁ କହିଛନ୍ତି ଯେ ଆଜି ଯେଉଁ ସାହସ ର ସହ ସୁର ରାଓତ୍ ଖଣ୍ଡଗିରି ଯାତ୍ରା ପାଇଁ ଓ ଯାତ୍ରା କଳାକାର ପାଇଁ ଯେଉଁ ସହଯୋଗ ର ହାତ ବଢ଼ାଇଛନ୍ତି ସେଥି ପାଇଁ ନିଶା ତାଙ୍କ ତରଫ ରୁ ବହୁତ ବହୁତ ଧନ୍ୟଵାଦ ଦେଇଛନ୍ତି ସୁରରାଓତ ଙ୍କୁ ଯାହାର ଭ୍ୟୁଜାଲ ବହୁତ ଭାଇରାଲ ହେବାକୁ ଲାଗୁଚି ବର୍ତ୍ତମାନ ସମୟରେ ।