ସୂର୍ଯ୍ୟ ପରାଗ 2022 (25 October) ହାଣ୍ଡିଛାଡ ସଠିକ ସମୟ, ଏହି ସମୟରେ କରନ୍ତୁ ନାହିଁ ଏମିତି କାମ… 4ଟି ରାଶି କୋଟିପତି

ନମସ୍କାର ବନ୍ଧୁଗଣ ଅକ୍ଟୋବର ମାସ ୨୫ ତାରିଖ ମଙ୍ଗଳବାର ଦିନ ଅର୍ଥାତ୍ ପବିତ୍ର ଦୀପାବଳୀ ଅମାବାସ୍ୟା ଦିନ ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ ଏହି ସୂର୍ଯ୍ୟ ପରାଗ ଲମ୍ବା ସୂର୍ଯ୍ୟ ପରାଗ ମଧ୍ୟ ହେବ ତେବେ ଏହି ସୂର୍ଯ୍ୟ ପରାଗ ଓଡ଼ିଶା ସମେତ ଭାରତରେ ସଂପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ ଆଜି ଆସନ୍ତୁ ଜାଣିବା ଯେ ଏହି ସୂର୍ଯ୍ୟ ପରାଗର ସମୟସୀମା ଗ୍ରାସ ସମୟ ଗର୍ଭବତୀ ମହିଳାମାନେ କଣ କରିବେ ଓ କଣ ନ କରିବେ ପାକ ନିଷେଧ ବା ସୂତକ ସମୟ କେବେଠାରୁ ଆରମ୍ଭ ହେବ ପରାଗ ସମୟରେ କଣ କରିବେ ଏବଂ କଣ ନ କରିବେ ଏବଂ କେଉଁ ରାଶିମାନଙ୍କ ପାଇଁ ଶୁଭ ଓ କେଉଁ ରାଶିମାନଙ୍କ ପାଇଁ ଅଶୁଭ ରହିବ ତେବେ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ୩ ପ୍ରହାର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ ଏହି ପରାଗ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇଅଛି ତେବେ ଏହି ସୂର୍ଯ୍ୟ ପରାଗର ପାକ ନିଷେଧର ସମୟ ହେଉଛି ୨୪ ଅକ୍ଟୋବର ୨୦୨୨ ସୋମବାର ରାତ୍ରୀ ୯:୨୫ ମିନିଟ୍ ରୁ ଆରମ୍ଭ ହେବ ଏବଂ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨୨:୩୧ ମିନିଟ୍ ରେ ଶେଷ ହେବ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୧୨:୧୧ ମିନିଟ୍ ରେ ଆରମ୍ଭ ହେବ ଆଂଶିକ ସୂର୍ଯ୍ୟ ପରାଗ ଆରମ୍ଭ ହେବ ଦିନ ୧:୨୧ ମିନିଟ୍ ରେ ଶେଷ ହେବ|

ସର୍ବାଧିକ ସୂର୍ଯ୍ୟ ପରାଗ ମାତ୍ର ୩୪ ସେକେଣ୍ଡ ପର୍ଯ୍ୟନ୍ତ ମହାକାଶରେ ଦୃଶ୍ୟମାନ ହେବେ ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବୋହୁତ ଅଶୁଭ ହୋଇ ଥିବାରୁ ସେମାନଙ୍କୁ ସମାଧାନ ରହିବା ସହିତ ସୁର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି ସୁର୍ଯ୍ୟ ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡା ଆଦି ସିଲେଇ କରନ୍ତୁ ନାହିଁ ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ ଏଥିସହିତ ପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ମଧ୍ୟ ବାହାରନନ୍ତୁ ନାହିଁ।

ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ରୋଷେଇ କରିବାକୁ ଅଶୁଭ ମନା ଯାଇଅଛି ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅସୁଧ ହୋଇଥାଏ ଏଥିପାଇଁ ଆପଣ ସୂର୍ଯ୍ୟ ପରାଗ ସମୟରେ ରୋଷେଇ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ନିଷେଧ ଅଟେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏହାଦ୍ବାରା ଆପଣଙ୍କ ପରିବାରରେ ଅନିଷ୍ଠ ହୋଇଥାଏ ସୂର୍ଯ୍ୟ ପରାଗ ସମୟରେ ଠାକୁର ପୂଜା କରନ୍ତୁ ନାହିଁ |

ଏହି ସମୟରେ ଠାକୁର ଘରକୁ ବନ୍ଦ୍ କରି ରଖନ୍ତୁ ସୂର୍ଯ୍ୟ ପରାଗ ଶେଷ ହେବା ପରେ ସ୍ନାନ କରିବା ଏବଂ ପିନ୍ଧିଥିବା କପଡ଼ାକୁ ଧୋଇ ନେବା ଉଚିତ୍ ଏବଂ ନିଜ ଘରେ ଗଙ୍ଗା ଜଳ ଛିଞ୍ଚନ କରି ଘରକୁ ପବିତ୍ର କରିନେବା ଉଚିତ୍ ସୂର୍ଯ୍ୟ ପରାଗ ସମୟରେ କେବେହେଲେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ଏହି ସମୟରେ ନକାରାତ୍ମକ ଶକ୍ତିର ଅଧିକ ପ୍ରଭାବ ପଡିବା ହେତୁ ବିବାହିତ ମହିଳା ଏବଂ ପୁରୁଷମାନେ ଶାରିରୀକ ସମ୍ପର୍କ ରଖନ୍ତୁ ନାହିଁ ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମାନା ଯାଇଅଛି ଏହାଦ୍ବାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ କାରଣରୁ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥାନରେ କେତେଟା ପରିବର୍ତ୍ତନ ଦେଖା ଦେବାପାଇଁ ଯାଉଛି ଗ୍ରହମାନଙ୍କ ପରିବର୍ତ୍ତନ କିଛି ରାଶି ଉପରେ ଅଶୁଭ ପ୍ରଭାବ ପକାଇ ଥିବାବେଳେ କେତେକ ରାଶି ଉପରେ ଶୁଭ ପ୍ରଭାବ ପଡିବା ପାଇଁ ମଧ୍ୟ ଯାଉଅଛି ତେବେ ରାଶି ଚକ୍ରର ୧୨ ଗୋଟି ରାଶିମାନଙ୍କ ମଧ୍ୟରୁ କେବଳ ଏହି ୮ ଗୋଟି ରାଶିମାନଙ୍କ ଉପରେ ଏହି ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡିବା ପାଇଁ ଯାଉଅଛି ଯାହା ଫଳରେ ରାଶି ଚକ୍ରର ଏହି ୮ ଗୋଟି ରାଶି ମାନଙ୍କ ଭାଗ୍ୟରେ ବୋହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଫଳରେ ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ସୁନା ପରି ଚମକି ଉଠିବ ଏବଂ ୪ ଗୋଟି ରାଶି ପାଇଁ ଏହି ସୂର୍ଯ୍ୟ ପରାଗ ଅଶୁଭ ସାବ୍ୟସ୍ତ ହେବ ତେବେ ଚାଲନ୍ତୁ ଜାଣିବା ସେହି ସବୁ ଶୁଭ ଅଶୁଭ ରାଶି ମାନଙ୍କ ବିଷୟରେ।

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ବୋହୁତ ଉତ୍ତମ ରହିବ ଧନ ସହିତ ଜଡିତ ସମସ୍ୟା ନିଶ୍ଚିତ ଦୂର ହେବ ଏବଂ ଏହା ସହିତ ଜମି ବଡି ସମସ୍ୟା ମଧ୍ୟ ଦୂର ହେବ ସମାଜରେ ଏବଂ ପରିବାରରେ ଆପଣଙ୍କୁ ଖୁସୀ ସହିତ ମାନସମ୍ମାନ ପ୍ରାପ୍ତି ହେବ ଏବଂ ଚାକିରୀରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।

କର୍କଟ ରାଶି: ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବୋହୁତ ଲାଭ ଦାୟକ ରହିବ ଏବଂ ଆପଣଙ୍କୁ ଧନ ଦୌଲତ ପ୍ରାପ୍ତି ହେବ ଆପଣ ଚେଷ୍ଟା ଯଦି କରିବେ ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟରେ ଲାଭ ଦେଖିବା ପାଇଁ ମିଳିବ ପୁରୁଣା ବନ୍ଧୁ ବା ମିତ୍ରଙ୍କ ସହିତ ମଧ୍ୟ ଆପଣଙ୍କର ଦେଖା ସାକ୍ଷାତ ହୋଇପାରେ ଏବଂ ବୈବାହିକ ଜୀବନ ସୁଖମୟ ରହିବ।

କନ୍ୟା ରାଶି: ଏହି ରାଶିର ବ୍ୟକ୍ତିମାନଙ୍କୁ ଖର୍ଚ୍ଚରେ କମ୍ ଦେଖିବା ପାଇଁ ମିଳିବ ଟଙ୍କାର ଆବଶ୍ୟକତା ପଡ଼ିବ ନାହିଁ ଆପଣଙ୍କ ଆର୍ଥିକ ସ୍ଥିତିରେ ବୋହୁତ ସୁଧାର ଦେଖିବା ପାଇଁ ମିଳିବ ତାହା ସହିତ ଆପଣଙ୍କ ଜୀବନରେ ସଫଳତାର ନୂଆ ରାସ୍ତା ମଧ୍ୟ ଖୋଲିବ ଆପଣଙ୍କୁ ଏହି ସୂର୍ଯ୍ୟ ପରାଗ ପରେ ଅଧିକ ଧନ ଉପାର୍ଜନର ମାର୍ଗ ପ୍ରାପ୍ତ ହେବ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥିଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ ଅଚାନକ ଭାବରେ କୌଣସି ଖୁସୀ ଖବର ଆପଣଙ୍କୁ ପ୍ରାପ୍ତି ହେବ ଏବଂ ଭାଗ୍ୟର ସହଯୋଗରେ ଏହି ରାଶିର ଲୋକମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ ଏହା ସହିତ ଆସନ୍ତା ଦିନମାନଙ୍କରେ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ମଧ୍ୟ ହୋଇପାରେ।

ବୃଷ ରାଶି: ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବୋହୁତ ଶୁଭ ରହିବ କାରଣ ଆପଣମାନଙ୍କୁ ଧନ ଦୌଲତ ପ୍ରାପ୍ତି ହେବ ଆପଣ ଯଦି ଚେଷ୍ଟା କରିବେ ତ ଆପଣଙ୍କୁ ସବୁ ପ୍ରକାରର କାର୍ଯ୍ୟରେ ଲାଭ ପାପ୍ତି ହେବ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହେବ ପୁରୁଣା ମିତ୍ର ସହିତ ଦେଖା ହୋଇପାରେ ତାହା ସହିତ ବୈବାହିକ ଜୀବନ ଆପଣଙ୍କର ଭଲ ରହିବ।

ମେଷ ରାଶି: ମେଷ ରାଶିର ଲୋକଙ୍କୁ ଖର୍ଚ୍ଚରେ ଆପଣଙ୍କୁ କମି ଦେଖିବାକୁ ମିଳିବ ଟଙ୍କାର ଆବଶ୍ୟକ ପଡ଼ିଲେ ଆପଣଙ୍କୁ ଟଙ୍କା ସଙ୍ଗେ ସଙ୍ଗେ ମିଳିବ ଆପଣଙ୍କୁ ଆର୍ଥିକ ସ୍ଥିତିରେ ବୋହୁତ ସୁଧାର ଦେଖିବାକୁ ମିଳିବ ତାହା ସହିତ ଆପଣଙ୍କ ଜୀବନରେ ସଫଳତାର ନୂଆ ରାସ୍ତା ଖୋଲିବ ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବୋହୁତ ଶୁଭ ରହିବ।

ଧନୁ ରାଶି: ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗ ଶୁଭ ରହିବ ଧନ ସହିତ ଜଡିତ ସମସ୍ୟା ଦୂରୀଭୂତ ହେବ ଜମି ସହିତ ଜଡିତ ସମସ୍ୟା ଦୂର ହେବ ତାହା ସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ ଚାକିରୀରେ କିଛି ଅସୁବିଧା ହେବ ନାହିଁ ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳିପାରେ।

ମୀନ ରାଶି: ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଠାରୁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି ଏହି ଲୋକମାନେ ନୂଆ ଲୋକଙ୍କ ସହିତ ମିଶିବେ ଯାହାକି ଆଗକୁ ଯାଇ ଏମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଏମାନଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ପୂର୍ଣ୍ଣ ହେବାକୁ ଯାଉଅଛି ଅଟକି ରହିଥିବା ଧନ ଆପଣଙ୍କ ପାଖକୁ ଫେରି ଆସିବ।