ସୁଟିଂ କରୁ କରୁ ସତରେ ରୋମାନ୍ସ କରିବାକୁ ଲାଗିଯାଇ ଥିଲେ ବଲିଉଡର ଏହି 8ଜଣ ବଡ ହିରୋ-ହିରୋଇନ… କିଏ ଆଜି ଛୁଆର ମା ତ କିଏ ..

ଆଜି ଆମେ ଆପଣ ଙ୍କୁ ବଲିଉଡ ର 5 ଗୋଟି ଯୋଡି ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ଫିଲ୍ମ ସୁଟିଂ କରିବା ସମୟ ରେ ହିଁ ରୋମାନ୍ସ କରିବା ଆରମ୍ଭ କରିଦେଇଥିଲେ I

ସୁନୀଲ ସେଠୀ ଓ ସୋନାଲି ବେନ୍ଦ୍ରେ – ଫିଲ୍ମ ଭାଇ ରେ ସୁନୀଲ ସେଠୀ ଓ ସୋନାଲି ବେନ୍ଦ୍ରେ କାମ କରୁଥିଲେ I ଫିଲ୍ମ ରେ କାମ କରିବା ସମୟ ରେ ପରସ୍ପର ଙ୍କୁ ପ୍ରେମ ହେଇଯାଇଥିଲା I ସୁନୀଲ ସେଠୀ ଜଣେ ବିବାହିତ ଥିବା କାରଣ ରୁ ଏହି ଦୁଇ କଳାକାର ଙ୍କ ର ବିବାହ ହେଇ ନ ଥିଲା I

ଅଭିଷେକ ବଚ୍ଛନ ଓ ଐଶ୍ୱର୍ଯ୍ୟ ରାୟ – ଅଭିଷେକ ବଚ୍ଛନ ଓ ଐଶ୍ୱର୍ଯ୍ୟ ରାୟ ଙ୍କୁ ଫିଲ୍ମ ବଣ୍ଟି ଓ ବବଲି ରେ ଏକାଠି କାମ କରିବା ସମୟ ରେ ପ୍ରେମ ହେଇଯାଇଥିଲା ଏବଂ କିଛି ବର୍ଷ ପରେ ଦୁହେଁ ବିବାହ କରିଦେଇଥିଲେ I

ରିତୀଙ୍କ ରୋଶନ ଓ କରିନା କପୁର – ରିତୀଙ୍କ ରୋଶନ ଓ କରିନା କପୁର ଫିଲ୍ମ ପ୍ରେମ ଦିବାନି ରେ ଏକାଠି କାମ କରିବା ସମୟ ରେ ହିଁ ପରସ୍ପର କୁ ପ୍ରେମ ହେଇଯାଇଥିଲା କିନ୍ତୁ ରିତୀଙ୍କ ସୁଯେନ ଙ୍କୁ ବିବାହ କରିଥିବା କାରଣ ରୁ ଏହି ସମ୍ପର୍କ ରେ ପୁର୍ଣ ଛେଦ ପଡିଯାଇଥିଲା I
ଜେନେଲିୟା ଡିସୁଜା ଓ ରିତେଶ ଦେଶମୁଖ – ଜେନେଲିୟା ଡିସୁଜା ଓ ରିତେଶ ଦେଶମୁଖ ଫିଲ୍ମ ତେରେ ନାଲ ଲଭ ହୋଗୟା ରେ କାମ କରିବା ସମୟ ରେ ହିଁ ପରସ୍ପର କୁ ପ୍ରେମ କରିବସିଥିଲେ ଏବଂ ଉଭୟ 2012 ରେ ବିବାହ ବି କରିଥିଲେ I