ସୁଟିଂ ସମୟରେ ହିଁ ପ୍ରେମରେ ପଡିଯାଇଥିଲେ ଏହି କଳାକାର ମାନେ, 5 ନମ୍ବର ଜଣଙ୍କ ତ 5 ମାସ ପର୍ଯ୍ୟନ୍ତ ପଡିଗଲେ ତାଙ୍କ ପଛରେ

ବଲିଉଡ ଫିଲ୍ମ ରେ ଆପଣ ଅନେକ ପ୍ରେମୀ ଯୁଗଳ ଙ୍କ ର କାହାଣୀ ଶୁଣିଥିବେ I କିନ୍ତୁ ଏପରି କିଛି ଯୋଡି ଯାହା ଙ୍କୁ ଆପଣ ଫିଲ୍ମ ରେ ଦେଖିଥାନ୍ତି ବାସ୍ତବ ଜୀବନ ରେ ବି ତାଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଚିଛି I ଏବଂ ପରଦା ର ଅଭିନୟ ଏପରି କିଛି କଳାକାର ଙ୍କ ର ବାସ୍ତବ ଜୀବନ ରେ ବି ଦେଖିବାକୁ ମିଳିଛି I ଆଜି ଆମେ ଏପରି କିଛି କଳାକାର ଙ୍କୁ ସାକ୍ଷ୍ୟାତ କରିବାକୁ ଯାଉଛେ , ଯେଉଁମାନେ ବାସ୍ତବ ଜୀବନ ରେ ବି ପ୍ରେମ କରୁଛନ୍ତି I

ହେମା ମାଳିନୀ ଓ ଧର୍ମେନ୍ଦ୍ର

ହେମା ମାଳିନୀ ଓ ଧର୍ମେନ୍ଦ୍ର ଙ୍କ ର ଯୋଡି ବଲିଉଡ ର ସବୁଠାରୁ ସୁନ୍ଦର ଯୋଡି ଅଟେ I ଫିଲ୍ମ ରେ କାମ କରିବା ସମୟ ରେ ହିଁ ପରସ୍ପର କୁ ପ୍ରେମ ଯେଇଯାଇଥିଲା କିନ୍ତୁ ସେ ପ୍ରଥମ ରୁ ବିବାହିତା ଥିବା କାରଣ ରୁ ଆଉ ପରସ୍ପର କୁ ବିବାହ କରି ନ ଥିଲେ I

ବିରାଟ କୋହଲି ଓ ଅନୁସ୍ଖା ଶର୍ମା

ବିରାଟ କୋହଲି ଓ ଅନୁସ୍ଖା ଶର୍ମା ଙ୍କ ର କହିନୀ ତ ଆପଣ ଶୁଣିଥିବେ I ଦୁହିଁଙ୍କ ର ସାକ୍ଷ୍ୟାତ 2013 ରେ ଏକ ଫିଲ୍ମ ସୁଟିଂ ରେ ହେଇଥିଲା I ଦୀର୍ଘ ସମୟ ପରସ୍ପର ସହ ପ୍ରେମ ସମ୍ବନ୍ଧ ରେ ରହିବା ପରେ ବିଗତ ବର୍ଷ ଡିସେମ୍ବର ରେ ପରସ୍ପର କୁ ବିବାହ କରିଛନ୍ତି I

ଅଜୟ ଦେବଗନ ଓ କାଜୋଲ

ଅଜୟ ଦେବଗନ ଓ କାଜୋଲ ଙ୍କ ର ବିବାହ ସମୟ ରେ ଲୋକେ କହିଥିଲେ କି ଏହି ସମ୍ବନ୍ଧ ବେଶୀ ସମୟ ରହିବ ନାହିଁ କିନ୍ତୁ ଆଜି ବି ସେମାନେ ଏକ ଉତ୍ତମ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି ପରସ୍ପର ସହ ଦୀର୍ଘ 4 ବର୍ଷ ପ୍ରେମ ସମ୍ପର୍କ ରେ ଥିବା ପରେ ଯାଇ 1999 ରେ ବିବାହ କରିଥିଲେ I

ଦିଲୀପ କୁମାର ଓ ସାୟାରା ବାନୋ

ବଲିଉଡ ର ସୁପରଷ୍ଟାର ଦିଲୀପ କୁମାର ଓ ସାୟାରା ବାନୋ ଙ୍କ ର ବିବାହ ହେଇଥିଲା I ବିବାହ ସମୟ ରେ ସାଇରା , ଦିଲୀପ ଙ୍କ ଠାରୁ 22 ବର୍ଷ ସାନ ଥିଲେ I ଆଜି ଉଭୟ ଖୁସି ରେ ସମୟ ବିତାଉଛନ୍ତି I

ଗୀତା ବାଲି ଓ ସମ୍ମୀ କପୁର

ଗୀତା ବାଲି ଓ ସମ୍ମୀ କପୁର ଙ୍କୁ ଗୋଲଡେନ କପୁଲ କୁହାଯାଇଥାଏ I 1955 ରେ ରଙ୍ଗୀନ ତାରେ ଫିଲ୍ମ ର ସୁଟିଂ ସମୟ ରେ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ଏବଂ ଦୀର୍ଘ ସମୟ ର ପ୍ରେମ ସମ୍ପର୍କ ପରେ ସେ ବିବାହ କରିଥିଲେ I

ସୁନୀଲ ଦତ୍ତ ଓ ନର୍ଗିସ

ପ୍ରଥମେ ନର୍ଗିସ ଙ୍କ ର ନାମ ସୁନୀଲ ଙ୍କ ସହ ଯୋଡି ହେଇଥିଲା ଏବଂ ଉଭୟ ଙ୍କ ର ବିବାହ ବି ହେଇଯାଇଥିଲା ଏବଂ ଫିଲ୍ମ ମଦର ଇଣ୍ଡିଆ ର ସୁଟିଂ ରେ ପରସ୍ପର ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା I