ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ୱାଗତ | ଆଜି ଆମେ ଏହି ପୋଷ୍ଟରେ ସୁଟିଙ୍ଗ ସେଟରୁ ଭଲ ପାଇଁ ପରସ୍ପର ସହ ବିବାହ କରଥିବା ଯୋଡି ମାନଙ୍କ ବିଷୟରେ ଆଲୋଚନା କରିବା | ତେବେ ଅନେକ ସେଲିବ୍ରିଟି ମାନଙ୍କ ବିବାହ ବିଫଳ ହେଇଥିଲେ ମଧ୍ୟ ଏମିତି କିଛି ଯୋଡି ଅଛନ୍ତି ଯାହାଙ୍କ ଭଲ ପାଇବା ଏବେବି ସେମିତି ଅଛି | ତେବେ ଆସନ୍ତୁ ଦେଖିବା ଆମର ଏହି ତାଲିକା…
ଚନ୍ଦନ ଓ ମାହି
ଏ ଯୋଡିକୁ ତ ଆପଣମାନେ ବହୁତ ସାରା ସିରିଏଲ ରେ ଜବରଦସ୍ତ ଅଭିନୟ ନିଶ୍ଚିତ ଦେଖିଥିବେ ତାହେଲେ ଚନ୍ଦନ ଓ ମାହି ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଓ ବର୍ତମାନ ସମୟରେ ତାଙ୍କର ଗୋଟେ କୁନି ଝିଅଟିଏ ଜନ୍ମ ନେଇଛନ୍ତି ଓ ମହି ବର୍ତମାନ ଚନ୍ଦନ ଙ୍କ ସହ ବହୁତ ଖୁସିରେ ତାଙ୍କ ଶାଶୂଘରେ ରହିଥିବାର ନଜର ଆସିଛନ୍ତି |
ସୁଭାଶିଷ ଓ ଅନିଶା
ତ ଫ୍ରେଣ୍ଡ୍ସ ଏଇ ଯୋଡି କୁ ଆପଣମାନେ ବହୁତ ସାରା ସିନେମା ଓ ସିରିଏଲ ରେ ଅଭିନୟ କରିଥିବାର ଦେଖିଥିବେ ତେବେ ବର୍ତମାନ ଏମାନେ ବିବାହ ବନ୍ଧନରେ ବାନ୍ଧିହୋଇସାରିଛନ୍ତି ଓ ଆଗାମୀ ଦିନମାନଙ୍କରେ ଅନିଶା ମା ହେବାକୁ ଯାଉଛନ୍ତି |
ରାଜୁ ଓ ଭୈରବୀ
ଦର୍ଶକବନ୍ଧୁ ଆପଣମାନେ ଜୀବନସାଥୀ ସିରିଏଲ ରେ ଏ ଦୁହିଁଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ତେବେ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଜୁ ଏବଂ ଭୈରବୀ |
ମୋନାଲିସା ଏବଂ ଦେବାଶିଷ
ତ ଫ୍ରେଣ୍ଡ୍ସ ଏଇ ଯୋଡି କୁ ତ ଆପଣ ବେଶ ଭଲଭାବେ ଜାଣିଥିବେ ତାହେଲେ ଓଡ଼ିଆ ଆଲବମ ଜଗତରୁ ପରସ୍ପରକୁ ଭଲପାଇ ବା ସୁଟିଂ ସେଟ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଦେବାଶିଷ ଓ ମୋନାଲିସା ତ ବର୍ତମାନ ସମୟରେ ଦେବାଶିଷ ମୋନାଲିସାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ରହିଛନ୍ତି |
ରାକେଶ ଓ ଜୁବି
ବନ୍ଧୁଗଣ ଏଇ ଯୋଡିକୁ ତ ଆପଣମାନେ ଭଲଭାବରେ ଜାଣିଥିବେ ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାକେଶ ଓ ଜୁବି ତାହେଲେ କୁଆଁରୀ ବୋହୁ ସୁଟିଂ ସେଟ ରୁ ପରସ୍ପରକୁ ଭଲପାଇ ବିବାହ କରିଛନ୍ତି ଏଇ ଯୋଡି |
ଜୀନା ଏବଂ ରୁଦ୍ର
ତ ଫ୍ରେଣ୍ଡ୍ସ ଗୋଟେ ରିଆଲିଟି ସୋ ମାଧ୍ୟମରେ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଇ ଯୋଡି ଓ ବର୍ତମାନ ସମୟରେ ଏ ଯୋଡି ରିଆଲିଟି ସୋ ରେ ଜଜ ଭାବରେ ନଜର ଆସୁଛନ୍ତି |
ବବି ଓ କୋଏଲ
ଫ୍ରେଣ୍ଡ୍ସ କୋଏଲ ବାନାର୍ଜୀ ଓ ବବିମିଶ୍ର ପରସ୍ପରକୁ ସୁଟିଂ ସେଟ ରୁ ଭଲପାଇ ବିବାହ କରିଥିଲେ କିନ୍ତୁ ଗତ ସପ୍ତାହରେ କୋଏଲ ବାନାର୍ଜୀ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ତାଙ୍କର ଡ଼ିଭର୍ସ ହୋଇଯାଇଛି ବୋଲି ଜଣାଇଥିଲେ |
ଅନୁଭବ ଓ ବର୍ଷା
ବନ୍ଧୁଗଣ 2014 ମସିହାରେ ପରସ୍ପରକୁ ବିବାହ କରିଥିଲେ ଏଇ ଯୋଡି କିନ୍ତୁ ବର୍ତମାନ ସମୟରେ ଏଇ ଯୋଡି ଙ୍କ ମଧ୍ୟରେ କିଛି ଝଗଡା ଲାଗିଛି ଯାହା ଦ୍ୱାରା କି ସେମାନେ କୋର୍ଟ ର ଦ୍ୱାରସ୍ତ ହୋଇଛନ୍ତି ଓ ଏହାର ରେଜଲ୍ଟ ଏପର୍ଯ୍ୟନ୍ତ ଆସିନାହିଁ |
ସବ୍ୟସଚୀ ଓ ଅର୍ଚିତା
ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଏଇ ଯୋଡି ପରସ୍ପରକୁ ବହୁଦିନ ଧରି ଭଲପାଇ ଆସୁଥିଲେ କିନ୍ତୁ 2021 ମାର୍ଚ୍ଚ 1 ତାରିଖରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ବର୍ତମାନ ସମୟରେ ସେମାନେ ବହୁତ ମଜା ମସ୍ତି କରିବାର ନଜର ଆସିଛନ୍ତି |
ଜ୍ୟାକଲିନ ଓ ଅରବିନ୍ଦ
ବନ୍ଧୁଗଣ ଆପଣମାନେ ଜାଣିଥିବେ ଏଇ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ଏଇ ଜବରଦସ୍ତ ଯୋଡି ତେବେ ଜେଜେମା ସିରିଏଲ ରୁ ଭଲପାଇ ଦୀର୍ଘ 4 ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜ୍ୟାକଲିନ ଓ ଅରବିନ୍ଦ ତେବେ ବନ୍ଧୁଗଣ ଏଇ ସବୁ ଯୋଡି ମଧ୍ୟରୁ ଆପଣଙ୍କୁ କୋଉ ଯୋଡି ଭଲଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |