ସୁଟିଙ୍ଗ ସେଟରେ କଣ ପାଇଁ କାନ୍ଦି ପକେଇଲେ ହିରୋଇନ Bhumika Dash, ଏମିତି କଥା ଆସିଲା ସାମ୍ନାକୁ

ଓଲିଉଡ଼ର ଜବରଦସ୍ତ ଅଭିନେତ୍ରୀ ଭୂମିକା ଦାସଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ସୁଟିଂ କରୁଥିବାବେଳେ ହଠାତ୍ କାନ୍ଦି ପକେଇଲ ଭୂମିକା ଦାସ। ତାଙ୍କ ସାଙ୍ଗରେ ଏମିତି କଣ ଘଟିଥିଲା ଯେ ଯାହାଦ୍ଵାରା ସେ ହଠାତ୍ କାନ୍ଦି ପକାଇଥିଲେ ଆସନ୍ତୁ ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା| ଶିଶୁ କଳାକାର ଭାବରେ ଓଲିଉଡରେ ଏଣ୍ଟ୍ରି କରିଥିବା ଭୂମିକା ଦାସଙ୍କୁତ ଆପଣମାନେ ବୋହୁତ ଭଲ ଭାବରେ ଜାଣିଥିବେ|


ମାତ୍ର ୫ ବର୍ଷ ବୟସରେ ହିଁ ସେ ହରିଙ୍କ ସହ ରୁମକୁଝୁମାନା ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଓଲିଉଡ ବକ୍ସଅଫିସରେ ଜବରଦସ୍ତ କଲେକ୍ସନ୍ କରିଥିଲା ଓ ଓଡ଼ିଶାର ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଆଉ ଏଥିରେ ଭୂମିକା ଦାସଙ୍କର ଜବରଦସ୍ତ ଅଭିନୟକୁ ପସନ୍ଦ କରିଥିଲେ। ତାହାପରେ ସେ ବୋହୁତ ସାରା ଫିଲ୍ମରେ କୁନି କଳାକାର ଭାବରେ ନଜର ଆସିଥିଲେ।


ପ୍ରଥମଥର ପାଇଁ ସେ ତୁ ମୋ ଲୋଭ ଷ୍ଟୋରିରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ। ଆଉ ଏହି ଚଳଚ୍ଚିତ୍ରଟି ସୁପରହିଟ ମଧ୍ୟ ହୋଇଥିଲା। ଏହାପରେ ଭୂମିକା ଦାସ ଆଉ ପଛକୁ ଫେରି ଚାହିଁ ନଥିଲେ। ଆଗାମୀ ଦିନ ମାନଙ୍କରେ ଭୂମିକା ଦାସଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି “ମନ ମୋର ନେଇଗଲୁରେ”।

ଏହି ଫିଲ୍ମଟିରେ ଆପଣମାନଙ୍କୁ ଜବରଦସ୍ତ ଲୋଭ ଷ୍ଟୋରି ଦେଖିବାକୁ ମିଳିବ। ବର୍ତ୍ତମାନ ସମୟରେ ଏହି ଫିଲ୍ମଟିର ସୁଟିଂ ବୋହୁତ ଜୋରସୋର୍ ରେ ଚାଲିଛି। ଏହି ଫିଲ୍ମର ସୁଟିଂ ସେଟ୍ ରେ ସୁଟିଂ କରୁଥିବା ସମୟରେ ଭୂମିକା ଦାସ କାନ୍ଦି ପକାଇଥିଲେ। ଏହାର କାରଣଟି ହେଉଛି ସେ ଅଭିନୟ କରିବା ସମୟରେ ସେହି ଚରିତ୍ର ଭିତରେ ଏତେ ମଗ୍ନ ହୋଇଯାଇଥିଲେ ଯେ ସେ ସତରେ କାନ୍ଦି ପକାଇଥିଲେ। ଏବଂ ତାଙ୍କର କାନ୍ଦ ଜମାରୁ ବନ୍ଦ୍ ହୋଇନଥିଲା। ତାଙ୍କ ଉପର କଳାକାରମାନେ ତାଙ୍କୁ ବୋହୁତ ବୁଝାଇଥିଲେ ଏବଂ ସେ ବୁଝିଲା ପରେ ତାଙ୍କ କାନ୍ଦ ବନ୍ଦ୍ ହୋଇଥିଲା।