ନମସ୍କାର ଦର୍ଶକ ବନ୍ଧୁ କୁଆଁରୀ ବୋହୂ ସିରିୟଲର ମୁଖ୍ୟ ଅଭିନେତା ସାଇଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୁଟିଂ ସେଟ୍ ରୁ ଭଲପାଇ ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଇ। ସେ କାହା ସହିତ ଏବଂ କେଉଁ ହିରୋଇନ୍ ଙ୍କୁ ବିବାହ କରିବେ ଏହି ବିଷୟରେ ଆସନ୍ତୁ ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା। କୁଆଁରୀ ବୋହୂ ଧାରାବାହିକରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଥିବା ସାଇଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସାଇ ନିଜର ଜବରଦସ୍ତ ଅଭିନୟ ବଳରେ ହିଁ ଓଡ଼ିଆ ଅଭିନୟ ଜଗତରେ ଏକ ଅଲଗା ସ୍ଥାନ ହାସଲ କରିଛନ୍ତି।
ସେହି ସିରିୟଲର ହିରୋଇନ୍ ଶ୍ରାଦ୍ଧଙ୍କୁ ବି ଆପଣମାନେ ଜାଣିଥିବେ। ଗତ ଦିନମାନଙ୍କରେ ସୋସିୟାଲ୍ ମିଡିଆରେ ସାଇ ଓ ଶ୍ରଦ୍ଧାଙ୍କ ଯୋଡିକୁ ନେଇ ବୋହୁତ ସାରା ଖବର ଆସିଥିଲା। ଆଉ ଏଥିରେ କୁହାଯାଇଥିଲା ସାଇ ଓ ଶ୍ରଦ୍ଧା ପରସ୍ପରକୁ ଭଲପାଉଛନ୍ତି ଓ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି।
ପ୍ରକୃତ ଘଟଣା ହେଉଛି ସାଇ ସାରା ରାଉତଙ୍କୁ ଭଲ ପାଉଛନ୍ତି। ଏବଂ ସାରା ରାଉତ ବି ହେଉଛନ୍ତି ଜଣେ ଅଭିନେତ୍ରୀ। ସେ ତୋ ପାଇଁ ମୁଁ ସିରିୟଲରେ ଅଭିନୟ କରନ୍ତି। ସୁଟିଂ ସେଟ୍ ରେ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଇ ଓ ସାରା।
ଏହି ଯୋଡିକୁ ସୁଟିଂ ସେଟ୍ ଛଡ଼ା ଆହୁରି ବୋହୁତ ଜାଗାରେ ଏକାଠି ଦେଖିବାକୁ ପାଇପାରିବେ। ବୋହୁତ ଫଟୋ ବା ପରସ୍ପର ସହ ବିତାଇ ଥିବା କିଛି ସମୟର ଫଟୋ ନିଜ ନିଜ ସୋସିୟାଲ ଆକାଉଣ୍ଟ୍ ରେ ସେୟାର କରିଛନ୍ତି ଦୁହେଁ। ଆଗାମୀ ଦିନରେ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଇ ଓ ସାରା।
ସୁଟିଙ୍ଗ ସେଟରୁ ବାହା ହେବାକୁ ଯାଉଛନ୍ତି Sai, ଏହି ହିରୋଇନଙ୍କୁ କରିବାକୁ ଯାଉଛନ୍ତି ବିବାହ
