ସ୍ବାମୀ ଅରବିନ୍ଦଙ୍କ ପାଇଁ ପ୍ରଥମ ସାବିତ୍ରୀ ବ୍ରତ କଲେ Janklin, ସମସ୍ତଙ୍କ ସାମ୍ନାରେ କରିଦେଲେ ଏମିତି କିଛି

ନମସ୍କାର ବନ୍ଧୁଗଣ ଓଡ଼ିଆ ସିରିୟଲ ଜଗତର ସବୁଠାରୁ ଲୋକପ୍ରିୟ ଯୋଡି ହେଉଛନ୍ତି ଜାଙ୍କଲିନ୍ ଏବଂ ଅରବିନ୍ଦ। ଦୁହେଁ ନିଜର ପ୍ରେମ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ଏବଂ ଏହି ବର୍ଷ ସେ ବିବାହ ବନ୍ଧନରେ ବାନ୍ଧି ହେଲେ। ଦୁଇ ଜଣକ ପ୍ରେମ ଓଡ଼ିଆ ସିରିୟଲରୁ ହିଁ ଆରମ୍ଭ ହୋଇଥିଲା। ଜାଙ୍କଲିନ୍ ତାଙ୍କର ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।

ପତିବ୍ରତା ନାରୀ ଭାବେ ଉପବାସ ରହି ଅରବିନ୍ଦଙ୍କ ପାଇଁ ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ଏହାର ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରିବାପରେ ଭାଇରାଲ ହେଉଛି। ଅରବିନ୍ଦଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଏବେକାର ନୁହେଁ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି ଏବଂ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ଲୋକମାନେ ମଧ୍ୟ ଏହି ଯୋଡିକୁ ବେଶ୍ ପସନ୍ଦ କରନ୍ତି।


ବିବାହ ବନ୍ଧନରେ ବାନ୍ଧି ହେଲାପରେ ଜାଙ୍କଲିନ୍ ଙ୍କର ଏହା ହେଉଛି ପ୍ରଥମ ସାବିତ୍ରୀ ବ୍ରତ। ପ୍ରଥମ ସାବିତ୍ରୀ ବ୍ରତରେ ଅରବିନ୍ଦଙ୍କ ପାଖରେ ଏହି ଖୁବ୍ ମଜାମସ୍ତି କରିଛନ୍ତି ଜାଙ୍କଲିନ୍। ଅରବିନ୍ଦ ମଧ୍ୟ ସେଠାରେ ରହି ସ୍ୱାମୀଙ୍କ ଧର୍ମ ନିଭାଇଛନ୍ତି। ଏହି ଦୁଇଟି ଯୋଡି ଓଡ଼ିଆ ଇଣ୍ଡଷ୍ଟ୍ରିରେ ଖୁବ୍ ଲୋକପ୍ରିୟ ହୋଇସାରିଛନ୍ତି।

ଅରବିନ୍ଦଙ୍କର ଜିସାର୍ଥକରେ ଆସିବାକୁ ଯାଉଛି ଆଉ ଏକ ଧାରାବାହିକ ଏବଂ ଜିସାର୍ଥକରେ ମଧ୍ୟ ହେ ପ୍ରଭୁ ଧାରାବାହିକରେ ଜାଙ୍କଲିନ୍ ଅଭିନୟ କରୁଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଜ୍ୟାକଲିନ ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜଣାଇବେ |