ସ୍ୱାମୀଙ୍କ ସହ ବିଦେସରେ କିପରି ବିଦେଶରେ ମସ୍ତି କରୁଛନ୍ତି Niharika, ଭାଇରଲ ହେଲା ଭିଡ଼ିଓ

ସ୍ୱାମୀଙ୍କ ସହିତ ବିଦେଶକୁ ହନିମୁନ ରେ ଜାଇଛନ୍ତି ଓଡିଆ ଅଭିନେତ୍ରୀ ନିହାରିକା, ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ନିହାରିକା ଙ୍କର ବାହାଘର ହୋଇଥିଲା | ବାହାଘର ଟି ବହୁତ ଧୁମ୍ ଧାମ୍ ରେ ହୋଇଥିବା ବେଳେ ଯେଉଁଥିରେ ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ଗୋଟିଏ ରିଆଲିଟି ସୋ ମାଧ୍ୟମ ରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଏଣ୍ଟ୍ରୀ କରିଥିଲେ ନିହାରିକା |

ଏହା ପର ଠାରୁ ସେ ବହୁତ ସାରା ସିନେମା, ବହୁତ ସାରା ୱେବସିରିଜ୍, ବହୁତ ସାରା ଆଲବମ୍ ରେ ବି କାମ କରିଛନ୍ତି ଅଭିନେତ୍ରୀ ନିହାରିକା ତାହାଲେ ଗତ ଦିନ ମାନଙ୍କରେ ତାଙ୍କର ବିବାହ ହୋଇଜାଇଛି ବିବାହ ଟି ବହୁତ ଧୁମ୍ ଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ ସମସ୍ତେ ବାହାଘର ରେ ବହୁତ ସାରା ମଜା ମସ୍ତି କରିଥିଲେ ।

ତେବେ ବନ୍ଧୁଗଣ ନିହାରିକା ଏବେ ସ୍ୱାମୀ ଙ୍କ ସହିତ ବିଦେଶ ରେ ହନିମୁନ କରୁଥିବାର ନଜର ଆସିଛନ୍ତି ବିଦେଶ ରେ ସେ ବହୁତ ସାରା ମଜା ମସ୍ତି କରୁଥିବାର ଦେଖା ଦେଇଛନ୍ତି ନିହାରିକା ଗୋଟେ ଗରିବ ପରିବାର ରୁ ଆସିଛନ୍ତି | ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିବା ପୂର୍ବରୁ ତାଙ୍କର ଭାଗ୍ୟ ପରିବର୍ତନ ହୋଇଜାଇଛି ତାହାଲେ ବାପା ମାଆ ଙ୍କର ସେ ହେଉଛନ୍ତି ଗୋଟିଏ ଝିଅ ଆଉ ନିଜର ଟେଲେଣ୍ଟ ଦ୍ୱାରା ସେ ନିଜର ପରିବାର ପୋଷି ଥିବାର ନଜର ଆସିଥିଲେ ଆଉ ରିଆଲିଟି ସୋ ଯିତିବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ |

ଛୋଟ ବେଳରୁ ତାଙ୍କର ଅଭିନୟ ପ୍ରତି ବହୁତ ରୁଚି ରହିଥିଲା ସେ ସବୁ ବେଳେ ଅଭିନୟ କରିବା ପାଇଁ ଭଲ ପାଆନ୍ତି ସ୍କୁଲ ଏବଂ କଲେଜ୍ ରେ ଅଭିନୟ କରି ସେ ବହୁତ ସାରା ପ୍ରାଇଜ୍ ମଧ୍ୟ ଜିତିଥିଲେ ତାହାଲେ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ମଧ୍ୟ ଦେଇଛନ୍ତି | ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ଜୋବର୍ଦୋସ୍ତ ଅଭିନେତ୍ରୀ ନିହାରିକା କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ |