ସ୍ୱାମୀଙ୍କ ସହ ରିକ୍ସାରେ ଘୁରି ବୁଲୁଛନ୍ତି ଓଡ଼ିଆ ହିରୋଇନ Jhilik ଭଟ୍ଟାଚାର୍ଯ୍ୟ, ସାମ୍ନାକୁ ଆସିଲା ଏମିତି ଭିଡ଼ିଓ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ପୁରୀ ବଡ଼ଦାଣ୍ଡରେ ରିକ୍ସାରେ ବୁଲୁଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ତେବେ ଦର୍ଶକ ବନ୍ଧୁ ଆପଣମାନେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ତେବେ ଗତ ଦିନମାନଙ୍କରେ ତାଙ୍କର ବାହାଘର ହୋଇ ସାରିଛି ଆଉ ବାହାଘର ପରେ ତାଙ୍କର ଦୁଇଜଣ ଝିଅ ମଧ୍ୟ ଜନ୍ମ ହୋଇ ସାରିଛନ୍ତି|

ତାହେଲେ ଏହାରି ମଧ୍ୟରେ ନିଜ ସ୍ଵାମୀଙ୍କ ସହିତ ପୁରୀ ବଡ଼ଦାଣ୍ଡରେ ବୁଲୁଥିବାର ନଜର ଆସିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ଆଉ ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ଯାଇଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। ତାହେଲେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ସଫଳତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବା ପାଇଁ ଯାଇଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ସାଙ୍ଗରେ ତାଙ୍କ ସ୍ବାମୀ ବି ମଧ୍ୟ ଯାଇଛନ୍ତି |

ତେବେ ଦର୍ଶକ ବନ୍ଧୁ ଆପଣମାନେ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କର ବୋହୁତ ସାରା ସିନେମା ତ ନିଶ୍ଚିତ ଭାବରେ ଦେଖିଥିବେ |ଆଉ ଏହି ସିନେମା ଗୁଡିକରେ ସୁନ୍ଦର ଅଭିନୟ କରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ୨୦୧୩ ମସିହାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରିଛନ୍ତି |

ଆଉ ଏହାପରଠାରୁ ସେ କେବେବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି ଓଲିଉଡର ସମସ୍ତ ଆଗ ଧାଡ଼ିର କଳାକାରଙ୍କ ସହିତ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ତେବେ ବର୍ତ୍ତମାନ ବାହାଘର ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଫେରି ଆସିଛନ୍ତି |

ଆଉ ଓଡ଼ିଆ ସିନେମାରେ ଅଭିନୟ କରୁଥିବାର ନଜର ଆସିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଝିଲିକ୍ ଭଟ୍ଟାଚାର୍ଯ୍ୟ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।