ସ୍ୱାମୀର ଆତ୍ମା ବାହାରୁଚି ଆଉ କହୁଛି ସ୍ତ୍ରୀର ସବୁ Gumara, ଦେଖିକି ଆପଣ ବି ଥରି ଉଠିବେ, ଏମିତି କାମ କରିଛନ୍ତି ସ୍ତ୍ରୀ…

ନମସ୍କାର ବନ୍ଧୁଗଣ ସ୍ବାମୀମାନେ ସମାଧାନ ମଲା ପରେ ବି କାନ୍ଦୁଛି ସ୍ୱାମୀର ଆତ୍ମା ପର ପୁରୁଷ ସହିତ ଶୋଇବା ପାଇଁ ସ୍ୱାମୀକୁ ମାରିଦେଲା ବିଷ ଦେଇ ନିଜ ହାତରେ ଶଙ୍ଖା ଭାଙ୍ଗି ସିନ୍ଦୁର ପୋଛିଲା ସ୍ତ୍ରୀ କଳଙ୍କିନି ସ୍ତ୍ରୀର କଳା କାରନାମା ଆସିଲା ସାମ୍ନାକୁ। ମୁଁ ଜଣେ ପୁରୁଷର ଆତ୍ମା କହୁଛି ସ୍ତ୍ରୀ ଠାରୁ ଧୋକା ଖାଇ ଜୀବନ ହାରିଥିବା ଗୋଟିଏ ସ୍ୱାମୀର ଅତୃପ୍ତ ଆତ୍ମା ମୋ ସ୍ତ୍ରୀ ମତେ ବିଷ ଦେଇ ମୋ ଶରୀରକୁ ସିନା ମାରି ଦେଇଛି କିନ୍ତୁ ମୋ ସ୍ତ୍ରୀ କରିଥିବା ଖରାପ କାମ ପାଇଁ ମୋ ଆତ୍ମା ଏବେବି ଅତୃପ୍ତ ହୋଇ ଘୁରି ବୁଲୁଛି |

ମୋ ସ୍ତ୍ରୀ ମତେ ଏମିତି ଧୋକା ଦେଇଛି ମୁଁ ମରିବା ପରେ ମଧ୍ୟ ଟିକେ ଆଜି ଶାନ୍ତିରେ ନିଶ୍ୱାସ ନେଇ ପାରୁନି କି ସମାଧିରେ ବି ଶୋଇ ପାରୁନି ଯୁଇରେ ଜଳି ପାଉଁଶ ହେଇ ସାରିବା ପରେ ବି ମୋ ଆଖିରୁ ମୋ ସ୍ତ୍ରୀର ପର ପୁରୁଷ ସହ ଶୋଇବାର ଦୃଶ୍ୟ ଲିଭୁନି ମତେ ଛାଡ଼ି ତା ପ୍ରେମିକ ସହ ରୋମାନ୍ସ କରିବାର ଦୃଶ୍ୟକୁ ଏବେବି ମୋ ଆଖି ଆଗରେ ଛବି ହୋଇ ଲାଖି ଯାଉଛି କୋକେଇରେ ଶୋଇ ରାମ ନାମ ଶୁଣି ସାରିବା ପରେ ବି ମୋ ମନ ଆଉ ଥୟ ଧରୁନି |

ମୋ କାନରେ କେବଳ ମୋ ସ୍ତ୍ରୀର ସେହି କଟୁ କଥା ବାରମ୍ବାର ସୁଭା ଯାଉଛି ମୁଁ ସ୍ୱର୍ଗକୁ ଯିବି କି ନର୍କକୁ ଯିବି ସେକଥା ମୁଁ ଜାଣିନି କିନ୍ତୁ ମୋ ସ୍ତ୍ରୀ ମୁଁ ନର୍କ ଯନ୍ତ୍ରଣା ଭୋଗ କରୁଛି ଜାଣିଛନ୍ତି ଆଜ୍ଞା ମୁଁ ସାତ ଜନ୍ମ ପାଇଁ ତା ହାତ ଧରିଥିଲି ସେ ଗୋଟିଏ ଜନ୍ମର ଅଧା ବାଟରୁ ମୋ ହାତ ଛାଡି ଚାଲିଗଲା ମଥାରେ ସିନ୍ଦୂର ନେଇ ତାକୁ ମୋ ସ୍ତ୍ରୀ କରିଥିଲି କିନ୍ତୁ ସେ ନିଜେ ତା ମଥାରୁ ସିନ୍ଦୂର ପୋଛିଦେଇ ରକ୍ଷାସୁଣୀ ସାଜିଲା ସାରା ଜୀବନ ତା ସୁଖରେ ସୁଖରେ ସାଥୀ ହୋଇ ରହିବା ପାଇଁ କଥା ଦେଇଥିଲି ସେ କେବଳ ଦୁଃଖରେ ଦୁଃଖରେ ମୋ ଜୀବନକୁ ଜାଳିଦେଲା |

ମତେ ଧୋକା ଦେଇ ଆଉ କାହା ସହ ରାତି ବିତେଇଲା ଆଉ ମୁଁ ପ୍ରତିବାଦ କରିବାରୁ ମୋ ସ୍ତ୍ରୀ ଖାଦ୍ୟରେ ବିଷ ମିଶାଇ ମୋ ଜୀବନକୁ ନେଇଗଲା ସେ ପର ପୁରୁଷ ସହ ଶୋଇବ ବୋଲି ମତେ ତା ରାସ୍ତାର କଣ୍ଟା ବିଲି ଭାବି ସଫା କରିଦେଲା ଆଲୋ କେମିତିକା ସ୍ତ୍ରୀ ତୁ ତୋ ଶରୀରର ଭୋକକୁ ମାରିବୁ ବୋଲି ତୋ ସ୍ୱାମୀର ଜୀବନକୁ ନେଇଗଲୁ ଗୋଟିଏ ପର ପ୍ରେମିକ ପାଇଁ ମତେ ତୁ ମାରିଦେଲୁ ନିଜକୁ ନିଜେ ବିଧବା ହୋଇଗଲୁ।

ନିଜ ସ୍ତ୍ରୀ ପର ପୁରୁଷ ସହିତ ସମ୍ପର୍କ ରଖି ବିଷ ଦେଇଦେଇଥିଲା ସ୍ୱାମୀକୁ ସ୍ୱାମୀର ଆତ୍ମା ଏମିତି କିଛି କଥା ଭାବି ବିଳାପ କରୁଥିବ ଯାହା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକଜମ୍ବୁ ଗାଁ ରାମକୃଷ୍ଣ ମଣ୍ଡଳକୁ ତାଙ୍କ ସ୍ତ୍ରୀ ଝିଙ୍କି କର ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି ରାମକୃଷ୍ଣଙ୍କ ବାପା ନିଜ ବୋହୂର ପରକ୍ରିୟା ପ୍ରୀତି ପାଇଁ ତେବେ ଏହି ଘଟଣାର ପୋଲିସ୍ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।