ତାରାତାରିଣୀ ସିରିଏଲ ଛାଡିଲା ପରେ ବର୍ତ୍ତମାନ କଣ କରୁଛନ୍ତି Tarini, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣମାନେ ପ୍ରତ୍ୟେକଦିନ ତାରାତାରିଣୀ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ବର୍ତମାନ ସେ ସିରିଏଲ ଟି ବନ୍ଦ ହୋଇଯାଇଛି ତାରାତାରିଣୀ ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଲିପି ମହାପାତ୍ରକୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ସେ ସିରିଏଲ ସରିବାପରେ ବର୍ତମାନ ସେ କଣ କରୁଛନ୍ତି ତାରାତାରିଣୀ ସରିବାପରେ ତାରିଣୀ ବର୍ତମାନ ତାଙ୍କ ପରିବାର ଲୋକଙ୍କ ସହ ଖୁବସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି |


ସୁଟିଂ ସେଟରୁ କିଛି ସମୟ ଦୁରେଇ ରହି ସେ ତାଙ୍କ ପରିବାରଲୋକଙ୍କ ସହ ପୁରୀରେ ବୁଲିବାର ନଜର ଆସିଛନ୍ତି ଏଠି ସହିତ ତାଙ୍କ ପରିବାର ଲୋକଙ୍କ ସହ ମଜାମସ୍ତି କରୁଥିବାର କିଛି ଫୋଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି | ଲିପି ମହାପାତ୍ର ଖୁବ ସୁନ୍ଦର ଅଭିନୟ କରିବା ସହ ଖୁବ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି |


ଲିପି ମହାପାତ୍ର ପ୍ରଥମେ ଆଲବମ ଜଗତରୁ ଅଭିନୟ ଦୁନିଆରେ ପାଦ ଥୋଇଥିଲେ | ଲିପି ମହାପାତ୍ର ଆଲବମ ପାଇଁ ବେଶ ପରିଚିତ ତାଙ୍କ ଜବରଦସ୍ତ ଆଲବମ ପାଇଁ ସେ ନଂ 1 ହିରୋଇନ ହେଇପାରିଥିଲେ ଯାହା ଫଳରେ ତାରାତାରିଣୀ ସିରିଏଲ ରେ ତାଙ୍କ ଅଭିନୟ କୁ ଦର୍ଶକମାନେ ବେଶ ପସନ୍ଦ କରୁଥିଲେ |

ବର୍ତମାନ ତାରାତାରିଣୀ ସିରିଏଲ ବନ୍ଦ ହୋଇଯାଇଛି ଓ ଲିପି ମହାପାତ୍ର ଯିଏ କି ତାରିଣୀ ଚରିତ୍ର ରେ ଅଭିନୟ କରୁଥିଲେ ସେ ବର୍ତମାନ ସମୟରେ ତାଙ୍କ ପରିବାର ଲୋକଙ୍କ ସହ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି |