‘ତାରକ ମେହେତା କା ଉଲ୍ଟା ଚଶ୍ମା’ ର ଚମ୍ପକ ଚାଚା ଙ୍କର ପତ୍ନୀ ଦେଖିବାକୁ ବହୁତ ସୁନ୍ଦର, ଫୋଟୋ ଦେଖିକି ହୋସ ଉଡିଯିବ

ଚମ୍ପକ ଚାଚା ଙ୍କ ର ପତ୍ନୀ – ଯେତେବେଳେ ବି ଆମେ କମେଡି କଥା ଦେଖିଥାଉ ସର୍ବଦା “ତାରକ ମେହେତା ଙ୍କ ର ଉଲ୍ଟା ଚଶ୍ମା ” ବିଷୟ ରେ ଆଲୋଚନା କରିଥାଉ I ଦୀର୍ଘ ଅନେକ ବର୍ଷ ହେବ ଏହି ସିରିଏଲ ଦର୍ଶକ ଙ୍କ ର ମନୋରଞ୍ଜନ କରି ଆସୁଛି I ତେବେ ତେବେ ଏହି ସିରିଏଲ ରେ ଏପରି ଜଣେ କଳାକାର ରହିଛନ୍ତି ଯାହା ଙ୍କ ର ଅଭିନୟ ରେ ଦର୍ଶକେ ବେଶ ଅଧିକ ହସିଥାନ୍ତି I ଏଠାରେ ଆଜି ଆମେ ଆଲୋଚନା କରୁଛେ ଜେଠୱା ଲାଲ ଙ୍କ ର I

ତେବେ ସିରିଏଲ ରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଜେଠୱା ଲାଲ ତାଙ୍କୁ ଡରିଥାନ୍ତି I ଏବଂ ନିଜ ର ସବୁଠାରୁ ଅଧିକ ସଂମାନ ମଧ୍ୟ କରିଥାନ୍ତି I ତାଙ୍କ ପିତା ଙ୍କ ର ନାମ ଚମ୍ପକ ଲାଲ ଜୟନ୍ତିଲଲ ଗଡା ଅଟେ I ସିରିଏଲ ରେ ସମସ୍ତେ ତାଙ୍କୁ ଚମ୍ପକ ଚାଚା ବୋଲି କହିଥାନ୍ତି I ତେବେ ଚମ୍ପକ ଚାଚା ଙ୍କ ଭୂମିକା ରେ ଅଭିନୟ କରୁଥିବା ଅଭିନେତା ଅମିତ ଭାଟ ବାସ୍ତବ ଜୀବନ ରେ ବୃଦ୍ଧ ନୁହନ୍ତି ସେ ସମ୍ପୂର୍ଣ ଯୁବା ଅବସ୍ଥା ରେ ଅଛନ୍ତି I ଏବଂ ସେ ନିଜ ର ବୈବାହିକ ଜୀବନ ରେ ବେଶ ଖୁସି ରେ ରହିଛନ୍ତି I

ଚମ୍ପକ ଚାଚା ଙ୍କ ର ସୁନ୍ଦର ପତ୍ନୀ
ଚମ୍ପକ ଚାଚା ଙ୍କ ର ପତ୍ନୀ ଦେଖିବା କୁ ବହୁତ ସୁନ୍ଦର I ସେ କୌଣସି ଅଭିନେତ୍ରୀ ଙ୍କ ଠାରୁ ସୁନ୍ଦରତା କିଛି କମ ନୁହନ୍ତି I ତାଙ୍କ ପତ୍ନୀ ଦେଖିବା କୁ ଯେତିକି ସୁନ୍ଦର ଓ ସେତିକି ହଟ ମଧ୍ୟ ଅଟନ୍ତି I ଆଜି ଆମେ ଏଠାରେ ଚମ୍ପକ ଚାଚା ଙ୍କ ର ସୁନ୍ଦର ପତ୍ନୀ ଙ୍କ ବିଷୟ ରେ ଆଲୋଚନା କରିବା I

ଅମିତ ଭାଟ ଙ୍କ ର ପତ୍ନୀ ଦେଖିବା କୁ ବହୁତ ସୁନ୍ଦର ଓ ଅନେକ ବଡ଼ ବଡ଼ ମଡେଲ ମଧ୍ୟ ତାଙ୍କ ସମୁଖ ରେ ହାର ମାନିବେ I ଆଜି ଆମେ ଏଠାରେ ଅମିତ ଭାଟ ଙ୍କ ପତ୍ନୀ ଙ୍କ ର କିଛି ଫୋଟୋ ଦେଖାଇବା କୁ ଯାଉଛୁ I ଚମ୍ପକ ଚାଚା ଙ୍କ ର ବୟସ କେବଳ 43 ବର୍ଷ ବୟସ ଅଟେ I ତାଙ୍କ ର ଦୁଇଟି ଯାଆଁଳା ସନ୍ତାନ ମଧ୍ୟ ରହିଛି I ଅମିତ ବିଗତ 16 ବର୍ଷ ହେବ କଳାକାର ଜଗତ ରେ ଜଡିତ ଅଛନ୍ତି I ସେ ଅନେକ ହିନ୍ଦୀ ଓ ଗୁଜୁରାତି ସିରିଏଲ ରେ କାମ କରିଛନ୍ତି I

ତାରକ ମେହେତା ଙ୍କ ର ଉଲ୍ଟା ଚଶ୍ମା 2008 ରେ ଆରମ୍ଭ ହେଇଥିଲା ଓ ଏହି ସିରିଏଲ ର ଡ଼ାଇରେକ୍ଟର ର ନାମ ହର୍ଷଦ ଯୋଶୀ ଅଟେ I ବିଗତ 10 ବର୍ଷ ହେବ ଏହି ସିରିଏଲ ଦ୍ୱାରା ଦର୍ଶକ ଙ୍କ ର ମନୋରଞ୍ଜନ ହେଇପାରିଛି I ଏହି ସିରିଏଲ ର 2405 ରୁ ଅଧିକ ଏପିସୋଡ଼ ଟେଲିକସତ ହେଇଯାଇଛି I ଏହା ଭାରତୀୟ ଟେଲିଭିଜନ ର ଦ୍ୱିତୀୟ ବଡ଼ ସିରିଏଲ ଅଟେ I

ଦେଖନ୍ତୁ ଫୋଟୋ –