ତରଙ୍ଗ ସିରିଏଲ Heroine ମାନଙ୍କ ଭାଇ ମାନଙ୍କୁ ଦେଖି ନଥିବେ, ପ୍ରଥମ ଥର ପାଇଁ ଦେଖନ୍ତୁ…

ଦର୍ଶକବନ୍ଧୁ ଆପଣମାନେ ତ ନିଶ୍ଚିତ ଭାବରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ। ଏବଂ ଏଥିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀମାନଙ୍କୁ ମଧ୍ୟ ଜାଣିଥିବେ। ଆସନ୍ତୁ ଜାଣିବା ଏହି ହିରୋଇନ୍ ମାନଙ୍କର ପ୍ରକୃତ ଭାଈ କିଏ। ଯଦି ଆପଣମାନେ ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା।

ରାଧିକା

ଆପଣମାନେ ତ ରାଧିକଙ୍କୁ ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ରାଧିକାଙ୍କର ଜବରଦସ୍ତ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା। ଇଏ ହେଉଛନ୍ତି ରଧିକଙ୍କର ଭାଈ।

ରୁଦ୍ରିି

ଆପଣମାନେ ନିଶ୍ଚିତ ଭାବରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ମାୟା ଧାରାବାହିକଟିକୁ ଦେଖିଥିବେ ଏବଂ ସେଥିରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ରୁଦ୍ରିଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ଇଏ ହେଉଛନ୍ତି ରୁଦ୍ରିଙ୍କର ଭାଈ।

ଶ୍ରଦ୍ଧା

ଆପଣମାନେ ନିଶ୍ଚିତ ଭାବରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କୁଆଁରୀ ବୋହୂ ଧାରାବାହିକଟି ନିଶ୍ଚିତ ଭାବରେ ଦେଖିଥିବେ। ସେଥିରେ ଅଭିନୟ କରୁଥିବା ହିରୋଇନ୍ ଶ୍ରଦ୍ଧାଙ୍କୁ ମଧ୍ୟ ଦେଖିଥିବେ। ଇଏ ହେଉଛନ୍ତି ଶ୍ରଦ୍ଧାଙ୍କର ଭାଈ।

ସୁନନ୍ଦା

ଜି ସାର୍ଥକରେ ପ୍ରସାରିତ ହେଉଥିବା ସିରିୟଲ ଦିବ୍ୟଦୃଷ୍ଟିକୁ ତ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ। ସେଥିରେ ଅଭିନୟ କରୁଥିବା ସୁନନ୍ଦଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଇଏ ହେଉଛନ୍ତି ସୁନନ୍ଦାଙ୍କର।