ଦର୍ଶକବନ୍ଧ ଆପଣମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ଧାରାବାହିକ ତାରିଣୀ ଆଖିରେ ତାରା ସିରିଏଲ ଟିକୁ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଦେଖୁଥିବେ | ସେଥିରେ ତାରିଣୀ ବିପକ୍ଷରେ ତୁଷାରଙ୍କୁ ଦିଆଯାଇଛି ଯାହାକି ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଓ ତୁଷାରଙ୍କ ଜବରଦସ୍ତ ଅଭିନୟ ଆପଣମାନେ ଏ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ |
ତୁଷାରଙ୍କ ପ୍ରକୃତ ନାମ ହେଉଛି ସପ୍ଲିନ ମିଶ୍ର ଆପଣମାନେ ଜିସାର୍ଥକ ରେ ରହିଛି ରହିବି ତୋରି ପାଇଁ ଧାରାବାହିକରେ ସପ୍ଲିନଙ୍କୁ ହିରୋ ଭୂମିକାରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ସେଠାରେ ସେ ଅଜୟ ଭୂମିକାରେ ଅଭିନୟ କରୁଥିଲେ ଓ ସେଠାରେ ତାଙ୍କ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଥିଲେ |
ତୁଷାର ବହୁତ ସାରା ସିରିଏଲ ରେ ଅଭିନୟ କରି ଅନେକ ଆୱାର୍ଡ ତାଙ୍କ ନାମରେ କରିବାରେ ସଫଳ ହୋଇପାରିଛନ୍ତି ତେଣୁ ତାରିଣୀ ଆଖିରେ ତାରା ପ୍ରଡକ୍ସନ ସଂସ୍ଥା ତାଙ୍କୁ ମୁଖ୍ୟ ଭୂମିକାରେ ବା ହିରୋ ଭାବେ ତାଙ୍କୁ ନିୟୋଜିତ କରିଥଲେ ତାରିଣୀ ଆଖିରେ ତାରାରେ |
ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ତୁଷାରଙ୍କ ଅଭିନୟ ଆପଣମାନଙ୍କୁ ତାରିଣୀ ଆଖିରେ ତାରାରେ କେମିତି ଲାଗୁଛି ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ତାରିଣୀ ଆଖିରେ ତାରାରେ Tushar ଙ୍କ ହିରୋ ହେବା ପଛରେ ରହସ୍ୟ, ଜାଣିଲେ ଚକିତ ହେଇଯିବେ
