ଦର୍ଶକବନ୍ଧୁ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ଧାରାବାହିକ ତାରିଣୀ ଆଖିରେ ତାରା ନିଶ୍ଚିତ ଭାବରେ ଦେଖୁଥିବେ ଓ ପସନ୍ଦ ମଧ୍ୟ କରୁଥିବେ ତେବେ ସେଥିରେ ଅଭିନୟ କରୁଥିବା ତୁଷାର ଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିଥିବେ ଓ ତାଙ୍କ ଅଭିନୟକୁ ଆପଣ ପସନ୍ଦ ମଧ୍ୟ କାରିଥିବେ |
ତୁଷାର ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ତେବେ ତୁଷାରଙ୍କ ପ୍ରକୃତ ନାମ ହେଉଛି ସପ୍ଲିନ ମିଶ୍ର ଓ ସେ ପ୍ରଥମଥର ଜିସାର୍ଥକ ରେ ହିରୋ ଭୂମିକା ଅଜୟ ଚରିତ୍ର ରେ ଅଭିନୟ କରିଥିଲେ ଓ ସେଥିରେ ତାଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବହୁତ ସାରା ଲୋକ ପସନ୍ଦ ମଧ୍ୟ କରିଥିଲେ ଓ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଥିଲେ |
ବର୍ତମାନ ସମୟରେ ସେ ତାରିଣୀ ଆଖିରେ ତାରା ସିରିଏଲ ରେ ଅଭିନୟ କରୁଛନ୍ତି ଆପଣମାନେ ତାଙ୍କୁ ଏ ସିରିଏଲ ରେ ନିଶ୍ଚିତ ଭାବରେ ଦେଖୁଥିବେ | ତୁଷାର ଜଣେ ବ୍ରାହ୍ମଣ ପରିବାରର ଅଟନ୍ତି ଓ ତାଙ୍କର ହବି ହେଉଛି ଆକ୍ଟିଙ୍ଗ କରିବା ଓ ତାଙ୍କ ବାପା ମା ଯାତ୍ରା ଜଗତ ର କଳାକାର ଅଟନ୍ତି ଓ ତୁଷାରଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ତେବେ ତୁଷାର ଙ୍କ ଘର ଯାଜପୁର ଓ ସେ ବର୍ତମାନ ସମୟରେ ଭୁବନନେଶ୍ୱର ରେ ରହୁଛନ୍ତି |
ଭୁବନେଶ୍ୱର ରୁ ହିଁ ସେ ସୁଟିଂ ସେଟ କୁ ଯାଆନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ତୁଷାରଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |
ତାରିଣୀ ଆଖିରେ ତାରାର ହୀରୋ Tusharଙ୍କ Family ଆଗରୁ ଦେଖି ନଥିବେ, ଦେଖନ୍ତୁ
