ତାରାତାରିଣୀ ସିରିଏଲ ବନ୍ଧ ହେବାର ଅସଲ ରହସ୍ୟ ଆସିଲା ପଦାକୁ, ଏହି କାରଣ ପାଇଁ ବନ୍ଧ ହେଲା Tara Tarini

ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରାତାରିଣୀ ସିରିଏଲ ଟି କଣ ପାଇଁ ବନ୍ଦ ହବାକୁ ଯାଉଛି ଓ କଣ ରହିଛି ମୁଖ୍ୟ କାରଣ ଆପଣ ଜାଣିଛନ୍ତିକି ତେବେ ଦର୍ଶକବନ୍ଧୁ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାର ତାରିଣୀ ସିରିଏଲ ଟି କୁ ପ୍ରତ୍ୟେକଦିନ ନିଶ୍ଚୟ ଭାବରେ ଦେଖୁଥିବେ ଓ ଆପଣମାନେ ସେ ସିରିଏଲ କୁ ବୋହୁ ମାତ୍ରାରେ ରେ ପସନ୍ଦ ମଧ୍ୟ କରୁଥିବେ |


ତେବେ ତାରାତାରିଣୀ ସିରିଏଲ କୁ ବନ୍ଦ କରିବାରେ ମୁଖ୍ୟ କାରଣ ହେଉଛି ସିରିଏଲ ଟି ବହୁତ ବର୍ଷ ଧରି ଚାଲି ଆସିଛି ତେବେ ଏ ସିରିଏଲ ର ମୁଖ୍ୟ ପ୍ରଡକ୍ସନ ସଂସ୍ଥା ଏହାକୁ ଏକ ନୂଆ ରୂପ ଦେବାକୁ ଯାଉଛନ୍ତି ଓ ଏ ସିରିଏଲ ରେ କିଛି ପୁରୁଣା ଆକ୍ଟର ମାନଙ୍କୁ ଏଠାରୁ ବାହାର କରି କିଛି ନୂଆ ଆକ୍ଟର ମାନଙ୍କୁ ସୁଯୋଗ ଦେଇଛନ୍ତି |


ତାରାତାରିଣୀ ନାମ ବଦଳାଇ ଏ ସିରିଏଲ ର ନାମ ତାରିଣୀ ଆଖିରେ ତାରା ନାମ ଦେଇଛନ୍ତି ଏବଂ କୁନି ତାରା ତାରିଣୀ ଏଠାରେ ବଡ ହୋଇଯାଇଛନ୍ତି ଆପଣମାନେ ଦେଖିବାକୁ ପାଇବେ ତେବେ ଆପଣମାନେ 19 ଏପ୍ରିଲ ରାତି 9 ଟା ସମୟରେ ଦେଖିବାକୁ ପାଇବେ ତରଙ୍ଗ ଟିଭି ରେ |


ତେବେ ଦର୍ଶକକବନ୍ଧୁ ଏମିତି ହଟାଇ ସବୁକିଛି ବଦଳାଇ ଦିଆ ଅଛି ତେବେ ଆପଣମାନଙ୍କୁ ତାରା ତାରିଣୀ ସିରିଏଲ ଟି କେମିତି ଲାଗୁଥିଲା ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜାଣିବେ |