ଦର୍ଶକବନ୍ଧୁ ତାରାତାରିଣୀ ସିରିଏଲ ରେ ସଭିନୟ କରୁଥିବା ଚାଇଲଡ ଆକ୍ଟର ବୀର ଙ୍କୁ ତ କ୍ସନିଶ୍ଚିତ ଭାବରେ ଜାଣିଥିବେ | ତାରାତାରିଣୀ ସିରିଏଲ ରେ ବୀର ଙ୍କ ଜବରଦସ୍ତ ଅଭିନୟକୁ ତ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତାରାତାରିଣୀ ସିରିଏଲ କରିବାପାଇଁ ବୀରଙ୍କୁ ଅଡିସନ ଦେବାକୁ ପଡିଥିଲା ତାହେଲେ ପ୍ରାୟ 3000 ପିଲାଙ୍କ ମଧ୍ୟରୁ ବୀର ଙ୍କୁ ସିଲେକ୍ସନ କରାଯାଇଥିଲା |
ବନ୍ଧୁଗଣ ବୀର ତାରାତାରିଣୀ ସିରିଏଲ ରେ ଗୋଟେ ଏପିସଡ କରିବା ପାଇଁ 5000 ଟଙ୍କା ନେଇଥାନ୍ତି ଏଇ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକମାନେ ଦେଖି ତାଙ୍କୁ ବହୁତ ପସନ୍ଦ କରିଥିଲେ ତାହେଲେ ବୀର ଙ୍କର ଫ୍ୟାମିଲି ରେ ତାଙ୍କ ବାପା ମା ଓ ତାଙ୍କର ବଡ ଭାଇ ଅଛନ୍ତି | ବର୍ତମାନ ସମୟରେ ବୀର ଷଷ୍ଠ କ୍ଲାସ ରେ ପାଠ ପଢ଼ନ୍ତି | ପାଠ ପଢିବା ସହିତ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ତାରାତାରିଣୀ ସିରିଏଲ ମାଧ୍ୟମରେ ଦେଖିସାରିଥିବେ |
ତେବେ ବୀର ଯେମିତି ପାଠ ପଢ଼ନ୍ତି ସେମିତି ଅଭିନୟ ମଧ୍ୟ କରନ୍ତି | ବୀର ଙ୍କର ବାପା ହେଉଛନ୍ତି ଜଣେ ଗମେଣ୍ଟ ଏମ୍ପ୍ଲୟୀ ଆଉ ବୀର ବର୍ତମାନ ସମୟରେ ତାରାତାରିଣୀ ସିରିଏଲ ସାରିବାପରେ କିଛି ରିଆଲିଟି ସୋ ରେ ଅଭିନୟ କରୁଥିବାର ନଜର ଆସିଛନ୍ତି | ତାହେଲେ ବଡ ହୋଇ ବୀର ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ହିରୋ ଭାବେ ଅଭିନୟ କରିବେ ବୋଲି କହିଛନ୍ତି |
ତେବେ ବର୍ତମାନ ସମୟରେ ବୀର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଓ ଟିଭି ସୋ ରେ ନଜର ଆସୁଛନ୍ତି ଓ ଆଗାମୀ ଦିନମାନଙ୍କରେ ସେ ନୂଆ ସିରିଏଲ ରେ ଅଭିନୟ କରିବେବୋଲି କହିଛନ୍ତି ତ ଫ୍ରେଣ୍ଡ୍ସ ଆପଣମାନଙ୍କୁ ବୀର ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |