ବନ୍ଧୁଗଣ ଆପଣ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରାତାରିଣୀ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଯଦି ଦେଖୁଛନ୍ତି ସେଥିରେ ଅଭିନୟ କରିଥିବା ତାରିଣୀ ଙ୍କ ଘରକୁ ଏବେ ଆସିଛି ଖୁସି ଖବର ଏବଂ ତାରିଣୀ ଙ୍କର ଖୁସି ଖବରଟି କହିଲେ ନସରେ ତେବେ ତାରିଣୀ ଘରେ ଖୁସିରେ ନଜର ଆସିଛନ୍ତି କାରଣ ତାରିଣୀ ଏବେ ମାଉସୀ ହେଇଯାଇଛନ୍ତି ଏବଂ ମାଉସୀ ହବାରେ ଖୁସି କୁ ତାରିଣୀ ଏବେ ଏପରି ଭାବରେ ସେଲିବ୍ରେସନ କରିଛନ୍ତି |
ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଏବେ ତାଙ୍କର ସୂବେସ୍ୟା ର ସୁଅ ଛୁଟିଛି ଏବଂ ତାରିଣୀଙ୍କର ଅନେକ ଫ୍ୟାନ ମାନେ ତାଙ୍କୁ ଭଲପାଇବା ଦେଇଛନ୍ତି ଏହି ପୋଷ୍ଟ ମାଧ୍ୟମରେ | ତେବେ ତାରିଣୀ ମାଉସୀ ହବାର ଖୁସି ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଜାହିର କଲାପରେ ତାଙ୍କୁ ସୂବେସ୍ୟା ଓ ଧନ୍ୟବାଦ ଦବାର ସୁଅ ବହୁତ ଛୁଟିଥିଲା |
ତାରିଣୀ ମଧ୍ୟ ତାଙ୍କ ଖୁସି କୁ ଘରେ ସେଲିବ୍ରେସନ କରିଛନ୍ତି ଏବଂ ମାଉସୀ ହବାର ଖୁସି କେମିତି ସେ ଅନୁଭବ କରୁଛନ୍ତି ତାହା କେବେ ଏକ୍ସପ୍ରେସନ କରି ପାରିବେ ନାହିଁ ବୋଲି ତାରିଣୀ କହିଥିଲାବେଳେ ସେ କହିଛନ୍ତି ଯେ ମୁ ବହୁତ ଖୁସି ଅଛି ଓ ଆଗକୁ ମଧ୍ୟ ବହୁତ ଖୁସି ରହିବି |
ତେବେ ଆପଣ ତ ତାରିଣୀ ଙ୍କ ଧାରାବାହିକ ନିଶ୍ଚିତ ଭାବରରେ ଦେଖୁଥିବେ ଓ ସେଥିରେ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରୁଥିବେ ଓ ସେ ତାଙ୍କ ଅଭିନୟରେ ଦର୍ଶକମାନଙ୍କୁ ବାନ୍ଧି ରଖିଛନ୍ତି ଓ ଦର୍ଶକମାନେ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି ଓ ତାରିଣୀ ଙ୍କ ଜବରଦସ୍ତ ଅଭିନୟ ପାଇଁ ସିରିଏଲ ଟି ଆଜି ନଂ 1 ହୋଇ ପାରିଛି ତେବେ ଆପଣମାନଙ୍କୁ ତାରିଣୀଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |