TOP10 ଓଡ଼ିଆ ସେଲିବ୍ରିଟି ଯେଉଁ ମାନେ କି ଲୁଚିଲୁଚି ଭଲ ପାଉଛନ୍ତି… 5 ନମ୍ବର ଯୋଡି ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ଆପଣମାନେ ନିଶ୍ଚିତ ଭାବରେ ପ୍ରତ୍ୟେକ ଦିନ ଆପଣଙ୍କ ମନ ପସନ୍ଦର ସେଲିବ୍ରିଟି ମାନଙ୍କୁ ଟିଭି ପରଦାରେ ନିଶ୍ଚିତ ଭାବରେ ଦେଖୁଥିବେ। ହେଲେ ଆପଣମାନେ ଜାଣିଛନ୍ତି କି ସେମାନେ ତାଙ୍କ ରିୟଲ ଲାଇଫରେ କାହାକୁ ଭଲ ପାଉଛନ୍ତି। ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଅରବିନ୍ଦ ଓ ଜାଙ୍କଲିନ

ପଣମାନେ ଅରବିନ୍ଦ୍ ଓ ଜାଙ୍କଲିନ୍ ଙ୍କୁ ମୋ ଜେଜେମା ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ସେଥିରେ ତାଙ୍କର ଜବରଦସ୍ତ ଅଭିନୟକୁ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ସେହିଠାରେ ପରସ୍ପରକୁ ଭଲପାଇ ବସିଥିଲେ ଅରବିନ୍ଦ୍ ଓ ଜାଙ୍କଲିନ୍।

ସୁମନ

ସୁମନଙ୍କୁ ତ ଆପଣମାନେ ବୋହୁତସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ଓ ସୁମନ ବି ମଧ୍ୟ ବର୍ତ୍ତମାନ ପ୍ରେମରେ ପଡିଯାଇଛନ୍ତି। ଆଗାମୀ ଦିନମାନଙ୍କରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଶୁଭସ୍ମିତ

ଶୁଭସ୍ମିତ ଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ସେ କିଛି ଦିନ ତଳେ ଶୁଭସ୍ମିତ ଭୁବନେଶ୍ଵରର ଜଣେ ବିଜନେସ୍ ମ୍ୟାନଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଏବଂ ଆଗାମୀ ଦିନମାନଙ୍କରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ରାଜେଶ ଓ ଶ୍ରଦ୍ଧା

ରାଜେଶ୍ ଓ ଶ୍ରଦ୍ଧାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟରେ ଦେ ଦର୍ଶକମାନଙ୍କୁ ବାନ୍ଧିରଖିଛନ୍ତି ତେବେ ଗତ ଦିନ ମାନଙ୍କରେ ରାଜେଶ୍ ଓ ଶ୍ରଦ୍ଧା ନିର୍ବନ୍ଧ କରିଦେଇଛନ୍ତି ଓ ଆଗାମୀ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ସମ୍ଭାବନା

ସମ୍ଭାବନା ବର୍ତ୍ତମାନ ବଲିଉଡ୍ ରେ ନିଜର ଜଲୱା ଦେଖାଉଛନ୍ତି ଓ ସେଠାରେ ସେ ତାଙ୍କ ଅଭିନୟ ଦ୍ୱରା ଲୋକଙ୍କ ମନରେ ଏକ ଅଲଗା ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇଛନ୍ତି ତେବେ ବର୍ତ୍ତମାନ ସେ ଜଣେ ବଲିଉଡ୍ ର ଷ୍ଟାର୍ ଙ୍କୁ ଭଲ ପାଉଛନ୍ତି।

ପୁନମ ମିଶ୍ର

ବନ୍ଧୁଗଣ ଆପଣମାନେ ପୁନମଙ୍କୁ ବୋହୁତସାରା ଫିଲ୍ମରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବେଓ ତାଙ୍କର ଅଭିନୟକୁ ଓଡ଼ିଶାର ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ତେବେ ପୁନାମ ମଧ୍ୟ ପ୍ରେମରେ ପଡିଯାଇଛନ୍ତି।

ପ୍ରକୃତି ମିଶ୍ର

ଶିଶୁ କଳାକାର ଭାବରେ ଓଲିଉଡରେ ଏଣ୍ଟ୍ରି କରିଥିବା ପ୍ରକୃତି ମିଶ୍ର ବର୍ତ୍ତମାନ ବଲିଉଡ୍ ରେ ନିଜର ଅଭିନୟ ଜାରୀରଖିଛନ୍ତି ଓ ସେଠାରେ ତାଙ୍କର ଜବରଦସ୍ତ ଅଭିନୟ କରୁଥିବାର ନଜର ଆସିଛନ୍ତି ତେବେ ପ୍ରକୃତି ମିଶ୍ର ମଧ୍ୟ ପ୍ରେମରେ ପଡିଯାଇଛନ୍ତି।

ଦେବଜାନି

ବନ୍ଧୁଗଣ ଆପଣମାନେ ଦେବଜାନି ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ କୁ ପସନ୍ଦ ମଧ୍ୟ କରୁଥିବେ ଦେବଯାନୀ ମଧ୍ୟ ଜଣେ ଭୁବନେଶ୍ୱରର ବିଜନେସ୍ ମ୍ୟାନଙ୍କୁ ଭଲ ପାଉଛନ୍ତି। ସେ ବୋହୁତ ଦିନ ହବ ତାଙ୍କ ସହ ରିଲେସନଶିପ୍ ରେ ରହିଛନ୍ତି।

ଆଶ୍ୱିନ ଓ ପ୍ରେରଣା

ଦର୍ଶକବନ୍ଧୁ ଅଶ୍ୱିନ ଓ ପ୍ରେରଣା ଏ ଦୁହେଁ ବହୁତ ଦିନ ହେବ ପରସ୍ପରଙ୍କୁ ଭଲପାଉଛନ୍ତି। ଆପଣମାନେ ଏମାନଙ୍କୁ ଟିଭିର ବୋହୁତସାରା ସୋ ରେ ଅଙ୍କରିଂ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ।

ଅମ୍ଳାନ ଓ ଭୂମିକା

ଦର୍ଶକବନ୍ଧୁ ଅମ୍ଳାନ ଓ ଭୂମିକା କୁ ବେଶ ଭଲଭାବରେ ଜାଣିଥିବେ ତେବେଗତ ଦିନମାନଙ୍କରେ ଏ ଦୁହେଁ ପରସ୍ପର ସହ ନିର୍ବନ୍ଧ ମଧ୍ୟ କରିଦେଇଛନ୍ତି। ଆଗାମୀ ଦିନମାନଙ୍କରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।