ତୃପ୍ତି ଫେରିଲା ପରେ ଏକା ସାଙ୍ଗରେ ମିଶିକି ଏମିତି Kichi କରିଲେ… ବାବୁଶାନ ଏବେ ପୁଣି ଥରେ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବାବୁସାନ୍ ଙ୍କୁ କ୍ଷମା କରି ତାଙ୍କ ପାଖକୁ ଫେରିଛନ୍ତି ବାବୁସାନ୍ ମହାନ୍ତିଙ୍କ ପତ୍ନୀ ତୃପ୍ତି ଆଉ ଦୁହେଁ ଏକାଠି ମିଶି ଡିନର କରୁଥିବାର ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବୋହୂ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ତେବେ ଦର୍ଶକ ବନ୍ଧୁ ଆପଣମାନେ ବାବୁସାନ୍ ମହାନ୍ତିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ୨୦୧୦ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଛନ୍ତି ବାବୁସାନ୍ |

ଆଉ ଏହା ପରଠାରୁ ସେ ବୋହୁତ ସାରା ହିଟ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି ଓଲିଉଡର ବୋହୁତ ସାରା ହିରୋଇନ୍ ମାନଙ୍କ ସହିତ ଅଭିନୟ କରିସାରିଛନ୍ତି ବାବୁସାନ୍ ମହାନ୍ତି ହେଲେ ପ୍ରକୃତି ମିଶ୍ରଙ୍କ ସହିତ ଅଭିନୟ କରିବା କଥା ତାଙ୍କ ପରିବାରରେ ଫାଟର ସୃଷ୍ଟି କରିଛି। ତେବେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ବାବୁସାନ୍ ଆଉ ପ୍ରକୃତି ମିଶ୍ରଙ୍କୁ ଏକାଠି ଧରିଥିଲେ |

ଆଉ ବାବୁସାନ୍ ପ୍ରକୃତି ମିଶ୍ର ଏକାଠି ଧରା ପଡ଼ିବା ପରେ ତାଙ୍କ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା ୨୦୨୦ ମସିହାରୁ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ କିଛି ଖରାପ୍ କାମ ଚାଲିଥିବା କଥା ତାଙ୍କ ସ୍ତ୍ରୀ ଜାଣିବା ପାଇଁ ପାଇଥିଲେ ଆଉ ତାପରେ ସେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ସେ ବାରମ୍ବାର ଏକାଠି ଧରିଥିଲେ ଆଉ ଦେଶରେ ସେ ମିଡ଼ିଆ ସାମ୍ନାରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କର ପର୍ଦ୍ଦାଫାଶ କରିଥିଲେ |

ଆଉ ଏହାପରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଦୁହେଁ ଅଲଗା ହୋଇଥିଲେ କିନ୍ତୁ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତାଙ୍କ ଉପରେ ରାଗି ଘରଛାଡି ଚାଲି ଯାଇଥିଲେ ଆଉ ପରବର୍ତ୍ତୀ ସମୟରେ ବାବୁସାନ୍ ଯେତେ ବୁଝେଇବା ସତ୍ତ୍ବେ ଆଉ ବାବୁସାନ୍ ଙ୍କ ଗୁରୁଜନ ଯେତେ ବୁଝେଇବା ସତ୍ତ୍ବେ ତୃପ୍ତି ଆଉ ବାବୁସାନ୍ ମହାନ୍ତିଙ୍କ ପାଖକୁ ଫେରି ନାହାଁନ୍ତି ତୃପ୍ତି କହିଛନ୍ତି କି ସେ ବାବୁସାନ୍ ମହାନ୍ତିଙ୍କୁ ବୋହୁତ ଥର କ୍ଷମା କରି ସାରିଛନ୍ତି |

ହେଲେ ଏଥର ସେ ବାବୁସାନ୍ ଙ୍କୁ କେବେବି ହେଲେ ଛାଡ଼ିବେ ନାହିଁ ବାବୁସାନ୍ ଙ୍କୁ ସେ କେବେବି ହେଲେ କ୍ଷମା କରି ପାରିବେ ନାହିଁ ସେ ସବୁବେଳେ ବାବୁସାନ୍ ଙ୍କ ସାଙ୍ଗ ଭଳି ରହିବେ କିନ୍ତୁ କେବେ ସେ ବାବୁସାନ୍ ମହାନ୍ତିଙ୍କ ପାଖକୁ ଫେରିବେ ନାହିଁ ତ ବାବୁସାନ୍ ଙ୍କ ପୁଅ ଗୁହାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି ତୃପ୍ତି ତେବେ ବର୍ତ୍ତମାନ ତୃପ୍ତି ତାଙ୍କ ବାପଘରେ ରହିଛନ୍ତି ବାବୁସାନ୍ ଏବଂ ତାଙ୍କ ଗୁରୁଜନ ଯେତେ ବୁଝେଇବା ସତ୍ତ୍ବେ ତୃପ୍ତି ଏପର୍ଯ୍ୟନ୍ତ ବାବୁସାନ୍ ମହାନ୍ତିଙ୍କ ଘରକୁ ଫେରି ନାହାଁନ୍ତି।