ଭାଇରଲ ହେଲା ଅଭିନେତ୍ରୀ ଇଲିୟାନା ଙ୍କର କିଛି ଏପରି ଫୋଟୋ, ଦୟାକରି ଛୋଟ ଛୁଆ ମାନେ ଦେଖନ୍ତୁ ନାହିଁ…

ଇଲିୟାନା ବଲିଉଡ ଫିଲ୍ମ ରେ ନିଜର ସୁନ୍ଦରତାକୁ ନେଇ ସେ ବେଶ ଚର୍ଚାରେ ରହିଥାନ୍ତି| ସେ ସୁନ୍ଦରୀ ଅଭିନେତ୍ରୀଙ୍କ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି | ସେ ନିଜେ କହିଛନ୍ତି କିଛି ବର୍ଷ ପୂର୍ବରୁ ଏପରି ନ ଥିଲେ କିନ୍ତୁ ବର୍ତମାନ ଦୁଃଖରେ ଓ ମାନସିକ ଦୁଶ୍ଚିନ୍ତା ରେ ଅଛନ୍ତି | ଏକ ବ୍ରାଣ୍ଡ ପାଁଇ ଭିଡିଓ ସୁଟିଂ କରିବା ସମୟ ରେ 29 ବର୍ଷୀୟ ଇଲିୟାନା ଡି 15 ବର୍ଷ ପର୍ଯ୍ୟନ୍ତ ଏକ ଗମ୍ଭୀର ରୋଗ ରେ ପୀଡିତ ଥିଲେ|

1 ନଭେମ୍ବର 1987 ରେ ମହାରାଷ୍ଟ୍ର ର ମୁମ୍ବାଇ ରେ ଜନ୍ମ ଗ୍ରହଣ କରିଥିଲେ ଇଲିୟାନା ଡି I ପିତା ଙ୍କ ର ନାମ ରୋନାଡ଼ ଡି I ସେ ଏକ କ୍ୱେଟାହେଲିକ ପରିବାର ର ଅଟନ୍ତି I ତାଙ୍କ ର 10 ବର୍ଷ ବୟସ ରେ ହିଁ ତାଙ୍କ ପରିବାର ଗୋଆ ଆସିଯାଇଥିଲା ଏବଂ 11 ବର୍ଷ ବୟସ ରେ ସେ ଫିଲ୍ମ ରେ ଅଭିନୟ କରିବା ଆରମ୍ଭ କରିଥିଲେ I

ବଲିଉଡ ଫିଲ୍ମ ରେ ବରଫି ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଇଲିୟାନା ଡି | ସେ ସମୟ ରେ ସେ ତେଲୁଗୁ ଇଣ୍ଡଷ୍ଟ୍ରି ରେ ବେଶ ସଫଳତା ହାସିଲ କରିଥିଲେ ଏବଂ ନିଜ ର ବୋଲଡ ଲୁକ କୁ ନେଇ ଚର୍ଚା ରେ ରହୁଥିଲେ I

ଇଲିୟାନା ଡି ଆଗାମୀ ସମୟ ରେ ସାରୁଖ ଙ୍କ ସହ ଦେଖିବାକୁ ମିଳିବେ I କିନ୍ତୁ ଏହି ଫିଲ୍ମ ର ନାମ ସ୍ପଷ୍ଟ କରାଯାଇନାହିଁ I ଖୁବ କମ ଦିନ ରେ ହିଁ ଏହି ଫିଲ୍ମ ର ନାମ ଘୋଷଣା କରାଯିବ I