Weather Update: ଆଜିଠୁ 7 ଦିନ ପ୍ରବଲ ବର୍ଷା, 13 ଜିଲ୍ଲାକୁ କଡା ସର୍ତକ, କଣ ହେବ?

ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ନୂଆ ଅପଡେଟ ଆସିଛି ପୁଣି ମାଡି ଆସୁଛି ଲଘୁଚାପ ସାରା ଓଡ଼ିଶାରେ ରଚିବ ତାଣ୍ଡବ ଏଇ ଲଘୁଚାପ ଟି ଜୁଲାଇ 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓ ତାହା ଛଡା ବାତ୍ୟା ର ଆଶଙ୍କା ମଧ୍ୟ ରହିଛି ପୁଣିଥରେ ପ୍ରବଳ ବର୍ଷା ସହିତ ବଜ୍ରପାତ ବିଜୁଳି ଘଡଘଡି ର ଭୟ ରହିଛି ମାତ୍ର ଜୁଲାଇ 12 ତାରିଖରେ ପୁଣିଥରେ ପ୍ରବଳ ବର୍ଷା ସହିତ ବଜ୍ରପାତ ବିଜୁଳି ଘଡଘଡି ର ଭୟ ରହିଛି ଏଭଳି ପୂର୍ବାନୁମାନ କରିଛି |

ପାଣିପାଗ ବିଭାଗ 13 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ତେବେ ଆଜି କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ତାହା ସହିତ ଆସନ୍ତା କାଲି କେଉଁ କେଉଁ ଜିଲ୍ଲାରେ ବର୍ଷା ଲାଗି ରହିବ କଣ ରହିଛି ପାଣିପାଗ ବିଭାଗର ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା | ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏଇ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିର କୋରାପୁଟ ନୟାଗଡ କଟକ ଓ କନ୍ଧମାଳ ଆଦି ରହିଛି ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ସେଇ ପରି ଗତ 24 ଘଣ୍ଟା ମଧ୍ୟରେ କାଳ ବୈଶାଖୀ ସମ୍ଭାବନା ଥିବା ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା କଟକ ଜଗତସିଂହପୁର ପୁରୀ ଖୋର୍ଦ୍ଧା ନୟାଗଡ ଗଂଜାମ ଗଜପତି ସୁନ୍ଦରଗଡ଼ କେନ୍ଦୁଝର ମରୟୁରଭଞ୍ଜ ଢେଙ୍କାନାଳ କନ୍ଧମାଳ କୋରାପୁଟ ମାଲକାନଗିରି ନଗରଙ୍ଗପୁର ବୌଦ୍ଧ ଅନୁଗୁଳ ଆଦି ରହିଛି ଏସବୁ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଏଜବାଦବୌଦ ରେ 38.0 ସେଲସିଅସ ସର୍ବାଧିକ ତାପମାତ୍ରା ରହିଥିବା ବେଳେ ଫୁଲବାଣୀ ରେ 20.0 ସେଲସିଅସ ସର୍ବନିମ୍ନ ତାପମାତ୍ରା ରହିଛି ଏଥି ସହିତ 2 ରୁ 6 ତାରିଖ ମଧ୍ୟରେ ରାଜ୍ୟରେ ଅନେକ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା ରହିଛି |