WTC Final : ଏହି 4ଟି ବଡ ଭୁଲ ପାଇଁ ହାରିଗଲା ଭାରତ, ସବୁଠୁ ବଡ ଭୁଲ କଲେ ବିରାଟ

ନମସ୍କାର ବନ୍ଧୁଗଣ ବିରାଟ ବାହିନୀର ସ୍ବପ୍ନ ହେଲା ଧୂଳିସାତ୍। ଟେଷ୍ଟ୍ କ୍ରିକେଟ୍ କୁ ମିଳିଲା ନୂଆ ବଦଶାହା। ନିୟୁଜଲାଣ୍ଡ ହେଲା ପ୍ରଥମ ବିଶ୍ବକପ୍ ର ଚମ୍ପିୟାନ। ଦଳ ବିଶ୍ଵ ଟେଷ୍ଟ୍ ଚମ୍ପିୟାନସିପ୍ ଫାଇନାଲ ରେ ଭାରତକୁ ୮ ୱିକେଟ୍ ରେ ପରାସ୍ତ କରି ଟାଇଟେଲ ଜିତିଛି। ତେବେ କାହିଁକି ମାଟି କାମୁଡ଼ିଲା ବିରାଟ ବାହିନୀ ବିଶ୍ଵ ଟେଷ୍ଟ୍ ଚମ୍ପିୟାନସିପ୍ ରେ ୨ ବର୍ଷ ହେଲା ଚମ୍ପିୟାନ ଭଳି ଖେଳୁଥିବା ଭାରତ ଟାଇଟେଲ୍ ମୁକାବିଲାରେ କାହିଁକି ଫଲ୍ପ ହୋଇଛି, ଦଳ କଣ ପାଇଁ ପରାଜୟ କରିଲା ଏହା ପଛରେ ରହିଛି ୪ ଟି ବଡ଼ କାରଣ। ଆସନ୍ତୁ ସେହି ବିଷୟରେ ଜାଣିବା।

ପ୍ରଥମେ ହେଉଛି ଦ୍ଵିତୀୟ ପାଳିରେ ଓପନର୍ ଫେଲ୍ ମାରିଲେ। ମୁକାବିଲାର ପ୍ରଥମ ପାଳିରେ ଭାରତୀୟ ଓପନର୍ ଭଲ ଆରମ୍ଭ କରିଥିଲେ ରୋହିତ ଶର୍ମା ଏବଂ ଶୁଭମ ଗିଲ ପ୍ରଥମ ଉଇକେଟ ରେ ଅର୍ଧ ଶତକୀୟ ପାଳି ଖେଳିଥିଲେ ରୋହିତ 34 ରନ କରିଥିବାବେଳେ ଗିଲ 28 ରନ କରିଥିଲେ କିନ୍ତୁ ଦ୍ୱତୀୟ ଇନିଂ ରେ ଦଳ ପ୍ରଥମ ଉଇକେଟ ରେ 24 ରନ ହିଁ ଯୋଡ଼ିପାରିଥିଲା ଗିଲ 8 ରନ କରି ଆଉଟ ହୋଇଥିଲେ ଓ ରୋହିତ ଶର୍ମା ମଧ୍ୟ 30 ରନ କରିଥିଲେ ଉଭୟ ଆଉଟ ହେବ କାରଣରୁ ମଧ୍ୟ୍ୟକ୍ରମ ଉପରେ ଚାପ ପଡିଥିଲା |

ଆଉ ଦ୍ୱତୀୟ ରେ ହେଉଛି ବଡ ମ୍ୟାଚ ରେ ଫେଲ ବଡ ବ୍ୟାଟ୍ସମ୍ୟାନ ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଷ୍ଟାର ବ୍ୟାଟ୍ସମ୍ୟାନ ଅଧିକ ରନ ସଂଗ୍ରହ କରିବେ ବୋଲି ସମସ୍ତେ ଆସା ରଖିଥିଲେ ଦଳପାଖରେ ପୂଜାରା ବିରାଟ କୋହଲି ଆଜିଙ୍କ୍ୟ ରହଣି ଙ୍କ ଭଳି ଖେଳାଳି ଅଛନ୍ତି | କିନ୍ତୁ ଖେଳାଳି ଫ୍ଲପ ସାବ୍ୟସ୍ତ ଅଛନ୍ତି କେହି ହେଲେ ବଡ ଇନିଂସ ଖେଳି ପରି ନାହାନ୍ତି ଓ ସେହିପରି |

ତୃତୀୟ କାରଣଟି ହେଉଛି ଜାଡେଜା ଫେଲ ରବୀନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିବେ ବୋଲି ଆସା କରାଯାଉଥିଲା ହେଲେ ସେ ପ୍ରଥମ ପାଳିରେ 15 ରନ ଓ ଦ୍ୱତୀୟ ପାଳିରେ 16 ରନ ହିଁ କରିପାରିଥିଲେ ଏଭଳି କି ମ୍ୟାଚ ରେ ସେ କେବଳ 1 ଉଇକେଟ ନେଇଥିଲେ |

ଚର୍ତୁଥ କାରଣଟି ହେଉଛି ବୋଲର ଙ୍କ ନିରାଶଜନକ ପ୍ରଦର୍ଶନ ଇଶାନ୍ତ ଶର୍ମା ମହମ୍ମଦ ସାମୀ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଜସରପତି ବୁମରାହା ସମ୍ପୂର୍ଣ୍ଣଭାବେ ଫେଲ ମାରିଥିଲେ ତାଙ୍କୁ ଗୋଟେ ହେଲେ ଉଇକେଟ ମିଳିନଥିଲା ସମୀ ପ୍ରଥମ ପାଳିରେ 4 ଟି ଓ ଇଶାନ୍ତ ଶର୍ମା 3 ଟି ଉଇକେଟ ନେଇଥିଲେ ଦ୍ୱତୀୟ ଇନିଂସ ରେ ଭାରତ ଦ୍ୱାରା ଧାର୍ଯ୍ୟ 139 ରନ ର ବିଜୟ ଲକ୍ଷ ପିଛା କରି ନ୍ୟୁଜଲାଣ୍ଡ 2 ଟି ଉଇକେଟ ହରାଇ ଲକ୍ଷ ହାସଲ କରି ନେଇଛି କେନ ଉଇଲିଅମ୍ସନ ଅପରାଜିତ 52 ରନ ଅର୍ଧସତକ ଇନିଂ ଓ ରଷ୍ଟେଲ୍ର ଙ୍କ 47ରନ କରି ଦଳ ଇତିହାସ ରଚିଛି ଶେଷରେ ନ୍ୟୁଜଲାଣ୍ଡ ICC ଟ୍ରଫି ଜିତିବାରେ ସଫଳ ହୋଇଛି |